Posts

Consider opening places of worship for all faiths: HC to Maharashtra government

Image
Consider opening places of worship for all faiths: HC to Maharashtra government The bench suggested that in order to ensure that no crowd gathers at the shrines at any point of time, the state government could fix certain time slots and the number of persons to be allowed to enter a temple within the stipulated timeframe. Bombay HC said the Maharashtra government should consider allowing people of all faiths to visit their respective places of worship Updated: Aug 11, 2020 17:41 IST By Kanchan Chaudhari , Mumbai The Bombay high court (HC) on Tuesday said the Maharashtra government should consider allowing people of all faiths to visit their respective places of worship, especially when a gathering of 20-30 people was being allowed to attend weddings and funerals amid the raging coronavirus disease (Covid-19) outbreak in the state, which is the worst affected as far as the contagion is concerned. “All religions should be allowed to some extent … If you allow people to gather fo...

Journalism is not for propagating hearsay news", Kerala HC while granting anticipatory bail to Journalist

Image
An anticipatory bail plea had been moved by news anchor Sreekandan Nair and a doctor who appeared on his show in a case involving allegations of spreading misinformation. "Journalism is not for propagating hearsay news", Kerala HC while granting anticipatory bail to Journalist [Read Order] "There is a great responsibility to every journalist. Press is the backbone of democracy", the Court said, while allowing an anticipatory bail plea by news Anchor Sreekandan Nair and a doctor who appeared on his show. The Kerala High Court recently cautioned journalists against the broadcast of incorrect news, particularly during the COVID-19 pandemic, while allowing anticipatory bail for news anchor, Sreekandan Nair and a government doctor, in a case involving allegations of spreading misinformation ( Dr Shinu Shyamalan  v.  State of Kerala ). In the order passed last Friday, Justice  PV Kunhikrishnan  observed, "Journalism is not for propagating hearsay news. Wh...

UPSC Civil Services Examination 2019 Results Announced, 2 Odias In Top 10

Image
Bhubaneswar:  The results of the Union Public Service Commission Civil Services Examination 2019 have been announced. A total of 829 candidates have qualified with two Odia in top 10. The category-wise break-up of the 829 candidates is: General-304, OBC-251, SC-129, EWS- 78, ST- 67. In order of merit, of candidates who have been recommended for appointment to: (i) Indian Administrative Service; (ii) Indian Foreign Service; (iii) Indian Police Service; and (iv) Central Services, Group ‘A’ and Group ‘B’ Pradeep Singh has bagged the first rank followed by Jatin Kishore and Pratibha Verma. Odisha’s Abhishek Saraf secures All India Rank 8 while Sanjita Mohapatra secured the 10th position. Here is the list of other people from Odisha who managed to feature in top 1000. Rank 107: Anshuman Raj Rank 120: Anup Das Rank 125: Nabal Kumar Jain Rank 190: Sailaja Das Rank 202: Rahul Mishra Rank 225: Hema Nayak Rank 229: Arushi Mishra Rank 291: Ashish Das Rank 294: Ankit Shankar Mishra...

ସମନ୍ୱୟ ନାହିଁ, କୃଷି କ୍ୟାବିନେଟକୁ ଭୁଲି ଗଲେ ବିହନ, ସାର, କୀଟନାଶକ, ସବୁଥିରେ କେଁ, ଶୀତଳଭଣ୍ଡାର, ବଜାର ବ୍ୟବସ୍ଥା ଅକାମୀ

Image
ଭୁବନେଶ୍ୱର : ଆବଶ୍ୟକ ପରିମାଣର ବିହନ ନାହିଁ। ଠିକ୍ ସମୟରେ ସାର ମିଳୁନି। କୀଟନାଶକ ଯୋଗାଣରେ ଭୀଷଣ ଅବ୍ୟବସ୍ଥା। ବର୍ଷା ଯଦି ଠିକ୍ ଭାବେ ନ ହେଲା, ତେବେ କଥା ସରିଲା। କରୋନା ଭଳି ସାଂଘାତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲୋକେ ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି, ଓଡ଼ିଶାର କୃଷି କ୍ଷେତ୍ରରୁ ଏଭଳି ନକାରାତ୍ମକ ସଙ୍କେତ ଆସୁଛି। କେବଳ ସେତିକି ନୁହେଁ, ଯେଉଁ ଚାଷୀ ଫସଲ ଉତ୍ପାଦନ କରିସାରିଲେଣି ସେ ବି ଚିନ୍ତାରେ। କାରଣ ଆଖିଦୃଶିଆ ଫସଲ ଉତ୍ପାଦନ କଲେ ମଧ୍ୟ ଚାଷୀର ଅଭାବୀ ବିକ୍ରି ପିଛା ଛାଡ଼ୁନି। ଦଲାଲଙ୍କ କବଳରୁ ଚାଷକୁ ମୁକାଳିପାରୁନାହାନ୍ତି ସରକାର। କୃଷି ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି ଯେ କୃଷି, ଜଳସେଚନ, ସମବାୟ, ଖାଦ୍ୟ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ଅଛି ନା ନାହିଁ? ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ରାଜ୍ୟ ସରକାର କୃଷି କ୍ୟାବିନେଟ୍ ବୈଠକ କରନ୍ତି। କାହିଁକି ଦୁଇବର୍ଷ ହେଲାଣି ଏହି ବୈଠକ ବସୁନାହିଁ? ଚାଷୀ ଓ ଚାଷ ଆଉ କିଭଳିସ୍ତରରେ ପହଞ୍ଚିଲେ, ସରକାର ହେଜିବେ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ କୃଷି କ୍ୟାବିନେଟ୍ ଗଠନ ହୋଇଛି ତ? ଏହି ମହଲର ମତ ହେଉଛି, ରାଜ୍ୟ ସରକାର ୨୦୧୩-୧୪ ମସିହାରୁ କୃଷି କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରୁଛନ୍ତି। ପୂର୍ବାପେକ୍ଷା କୃଷି ପାଇଁ ଯଥେଷ୍ଟ ଅଧିକ ଅର୍ଥ ବରାଦ କରାଯାଉଛି। ହେଲେ ଏହାର ଠୋସ...

ମାଳମାଳ ନଦୀ, ତଥାପି ମରୁଡ଼ି ପରିସ୍ଥିତିକେନାଲ ପାଣି କାହିଁକି ପହଞ୍ଚି ପାରୁନି?

Image
ଭୁବନେଶ୍ୱର : ଅଗଷ୍ଟ ୩ ତାରିଖ ସୁଦ୍ଧା ରାଜ୍ୟରେ ୧୭% କମ୍ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ କମ୍ ବର୍ଷା ହୋଇଛି ପୁରୀ ଜିଲ୍ଲାରେ (୫୨%)। କେନ୍ଦ୍ରାପଡ଼ା (୪୮%), ଯାଜପୁର (୪୭%), ଖୋର୍ଧା (୪୬%), ବାଲେଶ୍ବର (୪୧%), କଟକ (୪୦%), ସୋନପୁର (୩୭%), ଜଗତସିଂହପୁର (୩୪%), ମୟୂରଭଂଜ (୨୬%), ନୟାଗଡ (୨୫%), କେନ୍ଦୁଝର (୨୨%) ଓ ବଲାଙ୍ଗୀରରେ (୨୧%) ବି କମ୍ ବର୍ଷା ରେକର୍ଡ ହୋଇଛି। ଯଦିଓ ବେସରକାରୀ ଭାବେ ପାଖାପାଖି ୧୨ଟି ଜିଲ୍ଲାରେ ଚାଷ ବିପଜ୍ଜନକ ସ୍ଥିତିକୁ ଚାଲିଗଲାଣି ବୋଲି କୁହାଯାଉଛି, ସରକାର କିନ୍ତୁ ଅଲଗା ଚିତ୍ର ରଖୁଛନ୍ତି। କୃଷି ବିଭାଗ ତଥ୍ୟ ଅନୁସାରେ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା, ପୁରୀ ଓ ନୟାଗଡର ପାଖାପାଖି ୨୫ଟି ବ୍ଲକରେ ଚାଷ କାର୍ଯ୍ୟ ପଛାଇଯାଇଛି। ସ୍ବଳ୍ପ ବୃଷ୍ଟିପାତ ହେତୁ କଟକ ଜିଲ୍ଲାର କଟକ ସଦର, ତିଗିରିଆ, ନିଶ୍ଚିନ୍ତ କୋଇଲି, ସାଲେପୁର ବ୍ଲକରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ସେହିଭଳି ଜଗତସିଂହପୁରର ରଘୁନାଥପୁର, ନାଉଗାଁ, ବିରିଡି, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର, େଡରାବିଶ, ଖୋର୍ଧା ଜିଲ୍ଲାର ଟାଙ୍ଗି, ବେଗୁନିଆ, ବୋଲଗଡ, ବାଣପୁର, ଖୋର୍ଧା ସଦର, ଚିଲିକା,ଜଟଣୀ, ଭୁବନେଶ୍ବରରେ ଚାଷ କାର୍ଯ୍ୟ ପଛାଇଛି। ପୁରୀ ଜିଲ୍ଲାର ନିମାପଡା, କାକଟପୁର, କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ନୟାଗଡ଼ ଜିଲ୍ଲାର ରଣପୁର, ନୂଆଗାଁ, ଭାପୁରରେ ବି ଚାଷୀ ଚିନ୍ତାରେ। ତେବେ ଆଜିଠ...

ଆଜି ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି

Image
ଭୁବନେଶ୍ବର: ରାଜ୍ୟରେ ଆଜି ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ‌, ଖୋର୍ଦ୍ଧା ଜିଲ୍ଲାରୁ ୨୧୧, କୋରାପୁଟ ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୯୩ , କଟକ ଜିଲ୍ଲାରୁ ୮୯, ବାଲେଶ୍ବର ଜିଲ୍ଲାରୁ ୭୯, ଗଜପତି ଜିଲ୍ଲାରୁ ୬୧, ବଲାଙ୍ଗିର ଜିଲ୍ଲାରୁ ୫,୧ ସୁନ୍ଦରଗଡ଼ ଜିଲ୍ଲାରୁ  ୪୬, ମାଲକାନଗିରି ଜିଲ୍ଲାରୁ ୩୯, ରାୟଗଡ଼ା ଜିଲ୍ଲାରୁ ୩୮, ବରଗଡ଼ ଜିଲ୍ଲାରୁ ୩୩, ମୟୂରଭଞ୍ଜ ଜିଲ୍ଲାରୁ ୨୯, ନବରଙ୍ଗପୁର ଜିଲ୍ଲାରୁ ୨୬, ଭଦ୍ରକ ଜିଲ୍ଲାରୁ ୨୫, ଜଗତସିଂହପୁର ଓ ନୟାଗଡ଼ରୁ ୨୨ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୮, ପୁରୀ ଜିଲ୍ଲାରୁ ୧୭, ଅନୁଗୁଳ ଜିଲ୍ଲାରୁ ୧୩, କେନ୍ଦ୍ରାପଡ଼ା  ଓ ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୭, ସୁବର୍ଣ୍ଣପୁର ଜିଲ୍ଲାରୁ ୬, ନୂଆପଡ଼ା ଜିଲ୍ଲାରୁ ୫, କଳାହାଣ୍ଡି ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ...

SC Allows Jagannath Rath Yatra At Puri On Conditions

Image
Modifying the absolute stay on conduct of Jagannath Rath Yatra in Odisha, the Supreme Court on Monday allowed the Rath Yatra at Puri, observing the strict restrictions and regulations of the Centre and the State Government. A bench headed by Chief Justice of India ordered that the Centre and State should "work in tandem". Detailed instructions will be stated in the signed copy of the order soon to be released. The bench also clarified that the State Government will be at liberty to stop the festival in the event of any public health emergency. The Central Government supported the modification of the stay order to allow the Rath Yatra after taking necessary precautions. Solicitor General submitted that there are guidelines of the Central Government, as per which the Rath Yatra can be carried out without compromising health and safety. He asserted that no compromise shall be made while carrying out the Puri Rath Yatra in terms of health and safety.  "Traditions of centurie...

Tradition Of Centuries May Not Be Stopped' : Centre, Odisha Seeks SC's Permission To Conduct Puri Jagannath Rath Yatra With Precautions

Image
The Centre and the Odisha Government have sought permission from the Supreme Court to conduct Puri Jagannath Rath Yatra with precautions. Solicitor General Tushar Mehta, mentioning the matter before a bench headed by Justice Arun Mishra, said : "The tradition of centuries may not be stopped. It is a matter of faith for crores. If Lord Jagannath will not come out tomorrow, he cannot come out for 12 years ad per traditions" . He submitted that the Centre has come out with a lot of conditions which can be adopted to ensure that the festival can be held without congregation of people, and by permitting only those priests who have tested negative for COVID-19 to conduct the rituals. "While maintaining the precautions to ensure that pendamic is not spread, State Government can impose curfew for a day. All shebaits and Pandas and others who are tested negative can participate in rituals as may be decided by HH Shri Shankracharya. People may not congregate and may seek blessings...

ଆଜି ବିଶ୍ୱ ପିତୃ ଦିବସ… ପିତୃ ଦିବସ ଅବସରରେ ସମସ୍ତ ପିତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା

Image
ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ନିଆ ଯାଉଥିବା ବେଳେ ବାପାଙ୍କ ନାମ ପଛରେ ରହିଯାଉଛି । କିନ୍ତୁ ଏଥିରେ ମଧ୍ୟ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ । ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି । ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତର ପରିଚୟ ଦେଇଥାନ୍ତି । କିନ୍ତୁ କରୋନା ଭାଇରସ କାରଣରୁ ଚଳିତ ବର୍ଷ ବାହାରକୁ ବୁଲିଯିବା ସମ୍ଭବ ନୁହେଁ। ତେଣୁ ଘରେ ରହି ତାଙ୍କୁ ଖାସ ଅନୁଭବ କରାଇପାରିବେ। ଘରେ ରହି ମଧ୍ୟ ଆପଣ ଏହି ଦିନଟିକୁ ନିଜ ପିତାଙ୍କ ପାଇଁ ଖାସ୍ କରିପାରିବେ। ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ୍ୱରେ “ବିଶ୍ୱ ପିତୃ ଦ...

ୟୁଜି, ପିଜି ପରୀକ୍ଷା ବାତିଲ ନେଇ ବିଜ୍ଞପ୍ତି: ଅଗଷ୍ଟ ଶେଷସୁଦ୍ଧା ବିକଳ୍ପ ମୂଲ୍ୟାୟନ ପରୀକ୍ଷାଫଳ

Image
  ଭୁବନେଶ୍ୱର : କୋଭିଡ୍‌-୧୯ ପରିସ୍ଥିତି ଲାଗି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜର ୟୁଜି ଓ ପିଜି ପରୀକ୍ଷାକୁ ବାତିଲ କରାଯାଇଛି। ୟୁଜି/ସ୍ନାତକର ୬ଷ୍ଠ ସେମିଷ୍ଟର ଓ ପିଜି/ସ୍ନାତକୋତ୍ତରର ଚୂଡ଼ାନ୍ତ ତଥା ଶେଷ ସେମିଷ୍ଟର ପରୀକ୍ଷା ବାତିଲ୍‌ ହୋଇଛି। କୌଣସି ବିଷୟର ଥିଓରି କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଗତ ୧୧ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସୁପାରିସ ଅନୁଯାୟୀ ବିକଳ୍ପ ମୂଲ୍ୟାୟନ ଜରିଆରେ ଶେଷବର୍ଷ ସେମିଷ୍ଟରଗୁଡ଼ିକର ମୂଲ୍ୟାୟନ କରିବେ। ଅଗଷ୍ଟ ଶେଷସୁଦ୍ଧା ଉଭୟ ୟୁଜି ଓ ପିଜିର ପରୀକ୍ଷାଫଳ ପ୍ରକାଶ କରିବେ। ଯେଉଁ ଛାତ୍ରୀଛାତ୍ର ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପାଇଥିବା ମାର୍କଠାରୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜଗୁଡ଼ିକ ଆସନ୍ତା ନଭେମ୍ବର ମଧ୍ୟରେ ସାଧାରଣ ରୀତିରେ ପରୀକ୍ଷା କରାଇବେ। ଏହି ପରୀକ୍ଷାର ମାର୍କ ଅନୁସାର...

ସ୍ଥଗିତ ରଥଯାତ୍ରାର ଇତିହାସ

Image
ପୁରୀ: ଜୁନ୍‌ ୨୩ରେ ରଥଯାତ୍ରା। ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଜୁନ୍‌ ବେଳକୁ ଏହାର କୋପ ଅଧିକ ଥିବା ଭଳି ଜଣାପଡୁଛି। ତେଣୁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଇତିହାସ ପୃଷ୍ଠାକୁ ଓଲଟାଇଲେ ରଥଯାତ୍ରା ବନ୍ଦ ହେବା ସେମିତି କିଛି ନୂଆ ନୁହେଁ। ପୂର୍ବରୁ ଶ୍ରୀମନ୍ଦିର ଉପରେ ଆକ୍ରମଣଜନିତ ପ୍ରତିକୂଳ ପରିସ୍ଥିତିରେ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ରହିଥିବାବେଳେ ୧୫୫ବର୍ଷ ଧରି ହୋଇପାରିନି ଦାରୁଦିଅଁଙ୍କ ଘୋଷଯାତ୍ରା। ଇତିହାସରୁ ଜଣାପଡ଼େ ଲୁଣ୍ଠନ ଆଶାରେ ଯବନ ଓ ବିଧର୍ମୀମାନେ ୧୮ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏଥିଲାଗି ୨୨ଥର ମହାପ୍ରଭୁଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥିଲା। ଶ୍ରୀକ୍ଷେତ୍ର ଛାଡ଼ି ୧୬୪ ବର୍ଷ ୪ମାସ ବାହାରେ ରହିଥିଲେ ଦାରୁଦିଅଁ। ଏହି ସମୟ ମଧ୍ୟରେ ମାତ୍ର ୮ଥର ଶ୍ରୀକ୍ଷେତ୍ର ବାହାରେ ଏବଂ ଥରେ ଶ୍ରୀମନ୍ଦିର ଭିତରେ ହିଁ ରଥଯାତ୍ରା ସମ୍ଭବ ହୋଇପାରିଛି। ଅର୍ଥାତ୍‌ ୧୫୫ ବର୍ଷ ବନ୍ଦ ରହିଥିଲା ମହାପ୍ରଭୁଙ୍କ ରଥଯାତ୍ରା। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ମଧ୍ୟରୁ ୬୭୦-୬୭୫ ମସିହା ମଧ୍ୟରେ ରକ୍ତବାହୁ ଆକ୍ରମଣ କରିବା ପରେ ମହାପ୍ରଭୁ ମହାନଦୀର ଜଳପଥରେ ଯାଇ ସୋନପୁରରେ ପହଞ୍ଚତ୍ଥିଲେ। ସୋନପ...

ADMISSION OF MBA AT UTKAL UNIVERSITY 2020-2021

Image
ADMISSION PROCESS for 15th Batch of MBA (Agribusiness) : 2020-22 How to Apply: Online application for 15th Batch of MBA (Agribusiness) Programme will open on 1st April 2020 and will remain open till 30th June 2020. Application from the candidates will be accepted online only.   Mode of payment: Application fee Rs.600/-: Online mode through Net-banking / Credit / Debit card. At the time of transaction, if the amount is debited please do not fill a new application. Please wait for 24 hrs and try for the payment once again with the same email id. If the amount is not debited, you can try the payment again.   Eligibility criteria: The minimum qualification for admission to the MBA(Agribussiness) is: Minimum 60% mark or 6.0 out of 10.0 OGPA in the Degree level. Minimum 50% mark in 12 th   class and minimum 60% in 10 th Completion of four-year bachelor’s degree on or before 1st July 2020 from any Agricultural University recognized by the UGC in Agriculture, Agri-Bus...

ଓଡ଼ିଶା: ଆଜିର ଫଟୋ

Image
  "> "> "> "> "> "> "> "> "> "> "> "> "> ରାଜଧାନୀ ଭୁବନେଶ୍ୱରରେ ଶଟ୍‌ଡାଉନ୍ "> "> "> "> "> "> କଟକରେ ଶଟ୍‌ଡାଉନ୍ ପ୍ରଭାବ "> ଶ୍ରୀମନ୍ଦିରରେ ପଟ୍ଟଦିଅଁ ପୂଜା ପାଉଛନ୍ତି