Posts

Showing posts with the label PM Modi

ନୂଆ ରୂପରେ ଆସିବ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ; ୧୮ ତାରିଖ ପୂର୍ବରୁ ମିଳିବ ସୂଚନା

Image
ନୂଆଦିଲ୍ଲୀ : କରୋନା ସଙ୍କଟର ମୁକାବିଲା କରିବା ନିମନ୍ତେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି । ନୂଆ ରୂପରେ ଆସିବ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ଅନ୍ୟପକ୍ଷରେ ଦେଶରେ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ନିର୍ଦିଷ୍ଟ ଭାବରେ ସେ ଏ ପ୍ରସଙ୍ଗ ଉଲ୍ଲେଖ ନ କରିଥିଲେ ହେଁ ବିଭିନ୍ନ ରାଜ୍ୟର ପରାମର୍ଶ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ନୂଆ ରୂପରେ ଏହି ଲକ୍ଡ଼ାଉନ କାର୍ଯ୍ୟକାରୀ କରାଯିବ ଓ  ଆସନ୍ତା ୧୮ ତାରିଖ ପୂର୍ବରୁ ଏ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । PMO India ✔ @PMOIndia लॉकडाउन का चौथा चरण, लॉकडाउन 4, पूरी तरह नए रंग रूप वाला होगा, नए नियमों वाला होगा। राज्यों से हमें जो सुझाव मिल रहे हैं, उनके आधार पर लॉकडाउन 4 से जुड़ी जानकारी भी आपको 18 मई से पहले दी जाएगी: PM @ narendramodi ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  କରୋନା ସଂକ୍ରମଣର ମୁକାବିଲା ପାଇଁ ବିଶ୍ୱ ୪ ମାସରୁ ଅଧିକ ସମୟ ନେଲାଣି । ଏହି ସମୟରେ ବିଶ୍ବର ୪୨ ଲକ୍ଷରୁ ଅଧିକ ଲୋକ  ସଂକ୍ରମିତ ହୋଇଛନ୍ତି । ୩ ଲକ୍ଷ ଲୋକ ମୃତ୍ୟୁବରଣ କଲେଣି ।  କେବଳ ଗୋଟିଏ ଭୂତାଣୁ  ବିଶ୍ୱରେ ଆତଙ୍କ ସୃଷ୍ଟ...

Lockdown 4.0 In The Country Will Be Different One

Image
New Delhi : While mentioning on the need for countrymen not to allow their lives to revolve around coronavirus (COVID-19), Prime Minister Narendra Modi today said the Lockdown 4.0 will be imposed across the nation with a new set of rules. Stating the Lockdown 4.0 will be a different one as compared to the other three lockdowns, the Prime Minister added details will be provided to the countrymen before May 18. Worth mentioning, the Lockdown 3.0, enforced on March 25, expires on May 17. In another move, the PM announced a special financial package of Rs 20 lakh crore saying that emphasis will be on land, labour, liquidity and laws. Beginning tomorrow, Finance Minister Nirmala Sitharaman will announce the details of special economic package. “In this hour of crisis, local suppliers have met our demands. Indians must be ‘vocal about local’ and buy products from them,” the Prime Minister said during the address to the nation.