Posts

Showing posts from April, 2020

National Testing Agency (NTA) extends/revises dates for submission of online application forms for various examinations

Image
National Testing Agency (NTA) extends/revises dates for submission of online application forms for various examinations In view of the hardships faced by the parents and the students due to COVID-19 epidemic, Union HRD Minister Shri Ramesh Pokhriyal ‘Nishank’ advised National Testing Agency (NTA) to extend / revise the dates for submission of online application forms for various examinations. Accordingly, the National Testing Agency has further extended/ revised the dates of submission of Online Application Forms for various Examinations.  The Extended/ Revised Dates shall be as follows- S. No Examination Current Dates Revised/Extended Dates * From To From To   01 National Council for Hotel Management (NCHM) JEE- 2020 01.01.2020 30.04.2020 01.03.2020 15.05.2020   02 Indira Gandhi National Open University (IGNOU) Admission Test-2020 for Ph.D. and OPENMAT(MBA) 28.02.2020 30.04.2020 01.03.2020 15.05.2020   03 Indian Council of Agricultural Resear...

ଜୁନ୍ ୧୭ ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ

Image
ଜୁନ୍ ୧୭ ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ ଭୁବନେଶ୍ବର : ଜୁନ୍ ୧୭ ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ୟୁଜିସି ଗାଇଡଲାଇନକୁ ତଜର୍ମା କରିବା ପରେ ନିଷ୍ପତ୍ତି  ନିଆଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ ହେବ, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ସମସ୍ତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ତାଲାବନ୍ଦ ସମୟରେ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜୁନ ୧୭ ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା । ତେଣୁ ଛାତ୍ରଛାତ୍ରୀ ପାଠପଢାରେ ମନୋନିବେଶ କରନ୍ତୁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । (With Input Sambad)

UGC Guidelines on Examinations and Academic Calendar for the Universities in View of COVID-19 and Subsequent Lockdown; Guidelines issued in presence of Union HRD Minister

Image
Ministry of Human Resource Development UGC Guidelines on Examinations and Academic Calendar for the Universities in View of COVID-19  and Subsequent Lockdown; Guidelines issued in presence of Union HRD Minister In view of Covid-19 pandemic and subsequent lockdown, the University Grants Commission constituted an Expert Committee to deliberate and make recommendations on the issues related to the Examinations and the Academic Calendar to avoid academic loss and take appropriate measures for the future of students. The Expert Committee was headed by Prof. R. C. Kuhad, Former Member, UGC and Vice Chancellor, Central University of Haryana, Mahendergarh, Haryana along with other members. The Commission at its meeting held on 27.4.2020 accepted the Report of the Committee and approved the Guidelines on Examinations and Academic Calendar. These UGC guidelines on Examinations and Academic Calendar for the Universities in View of COVID-19 Pandemic and Subsequent Lockdow...

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

Image
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି • କେନ୍ଦ୍ର ମାବନ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଉପସ୍ଥିତିରେ ଜାରି ହେଲା ଗାଇଡଲାଇନ କୋଭିଡ-୧୯ ମହାମାରୀ ଓ ଏଥିଯୋଗୁ ଜାରି ହୋଇଥିବା ଲକଡାଉନ କାରଣରୁ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ତେଣୁ ଶିକ୍ଷାଗତ କ୍ଷତିକୁ ଏଡ଼ାଇବା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଶ୍ବ ବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ ସମିତି ଗଠନ କରାଯାଇଥିଲା। ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ଆର.ସି. କୁହାଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମିତିରେ ଅନ୍ୟ ସଦସ୍ୟମାନଙ୍କ ସହିତ ହରିୟାଣା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ସଦସ୍ୟ ରହିଥିଲେ। ଗତ ୨୭.୦୪.୨୦୨୦ରେ ଅନୁଷ୍ଠିତ ଆୟୋଗଙ୍କ ବୈଠକରେ ସମିତିର ରିପୋର୍ଟ ଉପସ୍ଥାପନ କରାଯ...

Irrfan Khan: An Actor Who Redefined Perfection

Image
Bhubaneswar:  A man of few words and an actor of thousands of silent expressions with his deep eyes, Irrfan Khan is no more. Considered as one of the most versatile and revered actors of Bollywood, Irrfan breathed his last after fighting a two-year battle with neuroendocrine tumour. The 54-year-old artiste, who was diagnosed with a neuroendocrine tumor in 2018, passed away at Kokilaben Dhirubhai Ambani Hospital in Mumbai today. The entire countrymen, including the Bollywood fraternity were shocked to hear the untimely demise of the actor. People from all walks of life mourned his death and termed his death as an irreparable loss. Born in Rajasthan on January 7,1967, the actor is known for his work predominantly in Hindi cinema, in addition to British and American films.  In a career spanning over 30 years and featuring in more than 50 domestic films, Irrfan had received numerous awards, including a National Film Award and Filmfare Awards in four categor...

More Migrants Board Buses To Return Odisha From Surat, On reaching Odisha, all migrants will be quarantined at temporary medical camps in their respective areas as per government norms.

Image
Bhubaneswar : More Migrants Board Buses To Return Odisha From Surat, On reaching Odisha, all migrants will be quarantined at temporary medical camps in their respective areas as per government norms. More than 200 migrants boarded four buses last evening in Surat to return Odisha amid nationwide lockdown for coronavirus outbreak, reports said. As per information, three buses from Hari Nagar area and one bus from Bhestan area of Surat headed towards Odisha carrying as many as 228 migrant workers. While three of the buses are Ganjam-bound, one bus will reach Nayagarh. Travelling of the migrants has been permitted by local administrations. Earlier on April 27, around 200 migrants had embarked on a journey from Surat to Ganjam district in buses. On reaching Odisha, all migrants will be quarantined at temporary medical camps in their respective areas as per government norms. Worth mentioning, Odisha Government has decided to bring back Odia migrant workers who are currently stra...

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଉ ୪ଟି ବସ୍ ସୁରତ ଛାଡ଼ିଲା, ସାମାଜିକ ଦୂରତ୍ବକୁ ଫୁ, ମହାରାଷ୍ଟ୍ର ସୀମାରେ ହଟହଟା

Image
ବ୍ରହ୍ମପୁର : ଆଉ ଧୈର୍ଯ୍ୟ ନାହିଁ। ଲକ୍‌ଡାଉନ୍ ଅବଧି ସରିବା ଯାଏ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହନ୍ତି ସେମାନେ। ତେଣୁ ଗତକାଲି ଭଳି ଆଜି ରାତି ସାଢ଼େ ୧୦ଟା ବେଳେ ୧୫୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଉ ୪ ବସ୍‌ ସୁରତରୁ ଗଞ୍ଜାମ ଅଭିମୁଖେ ବାହାରିଛି। ସୁରତର ହରିନଗର ଅଞ୍ଚଳରୁ ୩ଟି ବସ ଛାଡ଼ିଥିବା ବେଳେ ଭେସ୍ତାନ ଅଞ୍ଚଳରୁ ଗୋଟିଏ ବସ୍‌ ଛାଡ଼ିଥିବା ଜଣାପଡ଼ିଛି। ପ୍ରତି ବସ୍‌ରେ ୩୬ଜଣ ଲେଖାଏଁ ଯାତ୍ରୀ ନେବାକୁ ସେଠା ପ୍ରଶାସନ ଅନୁମତି ପ୍ରଦାନ କରିଛି। ତେବେ ଏହାଠାରୁ କିଛି ଅଧିକ ଯାତ୍ରୀ ରହିଥିବା ଜଣାପଡ଼ିଛି। ଗଞ୍ଜାମର ଜଗନ୍ନାଥପ୍ରସାଦ ଅଭିମୁଖେ ୨ଟି, ଶେରଗଡ଼ ବ୍ଲକ୍‌ ତାକରଡ଼ା ଏବଂ ଭଞ୍ଜନଗର ଓଡ଼ଗାଁ ଅଭିମୁଖେ ଗୋଟିଏ ଲେଖାଏଁ ବସ ଛାଡ଼ିଥିବା ସୂଚନା ମିଳିଛି। ବସରେ ଆସୁଥିବା ଯାତ୍ରୀ କୋଭିଡ଼୍‌-୧୯ ନିୟମବାଳୀ ମାନିବା ବାଧ୍ୟତାମୂଳକ ରହିଛି। ସୁରତରୁ ଛାଡିଥିବା ୪ଟି ବସ୍‌ର ନମ୍ବର ହେଲା ୧୪ ଭି-୮୦୦୧, ଜିଜେ-୦୫-ଏଭି-୧୪୧୪, ଜିଜେ-୨୦-ଆର-୫୮୪୫ ଏବଂ ଜିଜେ ୧୩ ଜେଡ୍‌ ୦୩୦୩୦ । ଲକ୍‌ଡାଉନ୍‌ ଅବଧି ସରିବା ପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଥିଲେ। ଗୁଜାରାଟରେ ଥିବା ଓଡ଼ିଆ ଶ୍ରମିକଙ୍କୁ ଆଣିବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଆଲୋଚନା କରିଥିଲେ। ଟ୍ରେନ ନ ଚାଲିଲେ ବସ୍‌ରେ ଆଣିବା ଲାଗି ବ୍ୟବ...

କରୋନା ରୋକିବାକୁ ସୀମା ଖୋଳି ଗାଁକୁ ଅଲଗା କଲେ ଲୋକେ

Image
  ପାରଳାଖେମୁଣ୍ଡି : କରୋନାର କାୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ରାଜ୍ୟ ଲୋକଙ୍କୁ ନିଜ ରାଜ୍ୟରେ ପୂରାଇ ନଦେବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ଲୋକେ। କେତେବେଳେ ରାସ୍ତାରେ ରାତାରାତି କାନ୍ଥ ନିର୍ମାଣ ତ ଆଉ କେତେବେଳେ ଜାତୀୟ ରାଜପଥକୁ ଅବରୋଧ କରି ଲୋକଙ୍କୁ ଅଟକାଉଛନ୍ତି। ଆମ ରାଜ୍ୟକୁ ନେଇ ମଧ୍ୟ ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶ-ଓଡ଼ିଶାର ସୀମାରେ ରାସ୍ତାକୁ ଲୋକେ ଖୋଳି ପକାଇଥିବା ଖବର ଚର୍ଚ୍ଚା ହେଉଛି। ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଏକ ଗ୍ରାମ୍ୟ ରାସ୍ତାକୁ ଓଡ଼ିଶାର ଲୋକେ ଖୋଳି ଦେଇଛନ୍ତି। ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାରେ କରୋନା ଚିହ୍ନଟ ଖବର ପ୍ରକାଶ ପରେ ଲୋକେ ଏହି ରାସ୍ତାକୁ ଖୋଳି ପକାଇଥିଲେ। ଏହି ରାସ୍ତା ଦେଇ ଜଣେ ଗର୍ଭବତୀ ମହିଳାଙ୍କୁ ଲୋକେ ଭାରରେ ବୋହି ନେବା ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ଆନ୍ଧ୍ର-ତାମିଲନାଡୁ ସୀମାରେ ରାସ୍ତା ଉପରେ ପାଚେରୀ ନିର୍ମାଣ ଖବର ଚର୍ଚ୍ଚାକୁ ଆସିଥିଲା। ଭାରି ଯାନ ଚଳପ୍ରଚଳ ଉପରେ ରୋକ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଲୋକଙ୍କୁ ଅଟକାଇବାକୁ ତାମିଲନାଡୁ ଭେଲର ପୋନାଇ ଠାରେ ଏହି ପ୍ରାଚୀର ନିର୍ମାଣ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ତରଫରୁ ଏହି ପାଚେରୀ ନିର୍ମାଣ ହୋଇଥିବାବେଳେ ପରେ ଏହି ପାଚେରୀକୁ ଭାଙ୍ଗି ଦିଆଯାଇଛି।

ବଢ଼ୁଛି ସଂକ୍ରମଣ; ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ର ୪ ଓ ଭଦ୍ରକର ୩ ସଂକ୍ରମିତ ଚିହ୍ନଟ

Image
ଭୁବନେଶ୍ବର : ଲକଡାଉନ ସତ୍ୱେ ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ସଂକ୍ରମିଣ । ଆଜି ସକାଳ ସୁଦ୍ଧା ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା ।  ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଜଣ ଓ ଗଦ୍ରକରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ମିଳିଛି ।  ରାଜ୍ୟ ଗତକାଲି ଗୋଟିଏ ଦିନରେ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୭ ଜଣ କକରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୬ଜଣ ବାଲେଶ୍ବରର ହୋଇଥିବା ବେଳେ କୋରାପୁଟ ଓ ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଦିନକୁ ଦିନ ସଂକ୍ରମିଣ ବଢ଼ିବା ସରକାରଙ୍କ ପାଇଁ ମୁଣ୍ଡବନ୍ଧାର କାରଣ ପାଲଟିଛି । 

କେବଳ କୋଭିଡ-୧୯ ହଟସ୍ପଟରେ ମେ ୩ ପରେ ଜାରି ରହିପାରେ ଲକଡାଉନ୍ଜାଣନ୍ତୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ‌ଆଲୋଚନାର ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

Image
କେବଳ କୋଭିଡ-୧୯ ହଟସ୍ପଟରେ ମେ ୩ ପରେ ଜାରି ରହିପାରେ ଲକଡାଉନ୍ ଜାଣନ୍ତୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ‌ଆଲୋଚନାର ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଭର୍ଚୁଆଲ୍ ସାକ୍ଷାତକାର ସମୟରେ ମେ ୩ ପରେ କେବଳ କୋଭିଡ-୧୯ ହଟସ୍ପଟରେ ଲକଡାଉନ ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ନେଇ ଲକଡାଉନ୍ ପ୍ରସ୍ଥାନ ନୀତି ପ୍ରସ୍ତୁତ କରିବାକୁ କହିଥିବା ବେଳେ ମାରାତ୍ମକ  କରୋନାଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ବିଭିନ୍ନ ରାଜ୍ୟ ଦ୍ୱାରା କରାଯାଇଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆମର ଅର୍ଥନୀତି ଉପରେ ଏ ପର୍ଯ୍ୟନ୍ତ କୌଣସି ବଡ଼ ପ୍ରଭାବ ପଡ଼ିନାହିଁ, ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଏହା ସହ ଭିଡିଓ କନେଫେରେନ୍ସିଂ ଜରିଆରେ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସେ ସଂକ୍ରମଣ ଦ୍ୱାରା ଦେଶର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ମେ ୩ ପରେ ମଧ୍ୟ ଲକଡାଉନ ଜାରି ରହିବ ବୋଲି କହିଛନ୍ତି। ତେବେ ଏହି ଭିଡିଓ କନେଫେରେନ୍ସିଂ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ୧୦ଟି ପଏଣ୍ଟ ଉପରେ ଅଧିକ ଗୁରୁତ...

ଆଜି ଚିହ୍ନଟ ହୋଇଥିବା ସମସ୍ତ ୫ ପଜିଟିଭ୍ ବାଲେଶ୍ୱରର: ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଲା; ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧିବର୍ତ୍ତମାନ ରାଜ୍ୟରେ ୭୨ ଆକ୍ଟିଭ୍ କେସ, ସୁସ୍ଥ ହେଲେଣି ୩୫

Image
ଓଡ଼ିଶା/ଭୁବନେଶ୍ବର:  ଆଜି ରାଜ୍ୟରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ସମସ୍ତ ୫ ନୂଆ ଆକ୍ରାନ୍ତ ବାଲେଶ୍ୱରର ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପାଞ୍ଚ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ସେପଟେ, ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ବାଲେଶ୍ୱରର କେଉଁ ଅଞ୍ଚଳର ଏବଂ ସେମାନେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି କିମ୍ବା ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ପୂର୍ବ ଆକ୍ରାନ୍ତଙ୍କ ସହ ରହିଛି କି ନାହିଁ ତାହା ସ୍ପଷ୍ଟ କରିନି ସ୍ୱାସ୍ଥ୍ୟ ବିଭାଗ । କେବଳ ବାଲେଶ୍ୱରରୁ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ଜାରି ହୋଇଥିବା ମ୍ୟାପରେ ଦର୍ଶାଯାଇଛି । ଅନ୍ୟପଟେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରେ ୩୫ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୭୨ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମ...

ରାଜ୍ୟରେ ପୁଣି ବଢ଼ିଲା କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୧୦୩

Image
ରାଜ୍ୟରେ ପୁଣି ବଢ଼ିଲା କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୧୦୩   ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲାର। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛିଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ମଧ୍ୟ ୩।  ତେବେ ଗତକାଲି ରାତିରେ ଯାଜପୁର ଜିଲ୍ଲାର ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନନେ ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିଲା। ତେବେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭାବେ କରୋନା ଜିଲ୍ଲା ଯାଜପୁରରେ ହିଁ ବାହାରିଛି। ସେହିପରି ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଥିଲା। ଫଳରେ ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ଆଜି ପୁଣି ଜଣେ କରୋନା ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ୨ ଜଣ ଓ ଗତକାଲି ଜଣେ ସୁସ୍ଥ ହୋଇଥିଲେ। ଏଥିସହ ରାଜ୍ୟର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।

ଯାଜପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦

Image
ଯାଜପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୦୦ରେ ପହଞ୍ଚିଛି । ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ଆଜି ବିଳମ୍ବିତ ରାତିରେ ୧୦୦ତମ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲା ବିରଜାପୁର ଗାଁରୁ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ବୟସ  ୫୦ ବର୍ଷ ଓ ସେ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି । ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ  ହେବାର ୪୦ ଦିନ ପରେ ଏହା ୧୦୦ ଛୁଇଁଛି । ଆଜି ୧୦୦ତମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପୂର୍ବରୁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହୋଇଥିଲା। ଜିଲ୍ଲାର କଟିକଟା ଗ୍ରାମରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ଜଣେ ଚିହ୍ନଟ ହୋଇଥିଲେ। ଫଳରେ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା୧୮ରେ ପହଞ୍ଚିଛି। I & PR Department, Odisha ✔ @IPR_Odisha Health Update: 25th April, 2020 Six New Positive Cases in Jajpur 52 Yrs Male, 23 Yrs Male, 49 Yrs Male, 57 Yrs Male, 39 Yrs Male & 50 Yrs Male. (All Kolkata Returnees) Contact tracing and followup action is being don...

These Five Districts Of Odisha Have No Active COVID-19 Cases

Image
Bhubaneswar:  Good news about COVID-19 in Odisha as there are no active cases in five districts out of 10 districts where positive cases were detected earlier. Official sources said the five districts are Kalahandi, Sundargarh, Cuttack, Puri and Dhenkanal where there have been no active cases.                  ( HFWOdisha Twitter) One COVID-19 patient from Rourkela recovered from the infection. With this the total number of recovered case increased to 34, the official sources added. They further said all active cases of the remaining five districts are stable and expected to recover well. So far, the number of active cases stood at 60.

Basir Ahmed Sisodiya Vs. The Income Tax Officer

Image
Basir Ahmed Sisodiya Vs. The Income Tax Officer [Civil Appeal No. 6110 of 2009] A.M. Khanwilkar, J. 1. This appeal takes exception to the final judgment and order dated 21.8.2008 passed by the High Court of Judicature for Rajasthan at Jodhpur (for short, "the High Court") in Income Tax Appeal No. 69 of 2006, whereby the appellant's appeal was dismissed and the order of Income Tax Appellate Tribunal, Jodhpur Bench (for short, 'the ITAT') came to be upheld. 2. In short, the appellant/assessee was served with a notice under Section 143(2) of the Income Tax Act, 1961 (for short, '1961 Act') by the Assessing Officer (for short, 'Officer') for the assessment year 19981999, pursuant to which an assessment order was passed on 30.11.2000. This appeal involves limited challenge to certain addition made under the heads " Trading Account" and "Credits" in the assessment order. The Officer, inter alia, while relying on the Balanc...