Posts

Showing posts from May, 2020

ଲକଡାଉନ୍ ୫.୦ରେ କର୍ପ୍ୟୁରେ କୋହଳ : ଜୁନ୍ ପହିଲାରୁ ରାତି ୯ରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ

Image
ନୂଆଦିଲ୍ଲୀ : ଗତକାଲି ଗୃହ ମନ୍ତ୍ରାଳୟ ଦେଶବ୍ୟାପୀ ବଳବତ୍ତର ଥିବା ଲକଡାଉନର ସମୟସୀମାକୁ ଜୁନ ୩୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଛନ୍ତି। ସଂଶୋଧିତ ଗାଇଡଲାଇନରେ ସରକାର କହିଛନ୍ତି ଯେ, ଲକଡାଉନ ୪.୦ଭଳି ଲକଡାଉନ ୫.୦ରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ। ହେଲେ ପଞ୍ଚମ ପର୍ଯ୍ୟାୟରେ ଏହାକୁ  କୋହଳ କରାଯାଇଛି। ଲକଡାଉନ ୫.୦ରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ନୁହେଁ ବରଂ ରାତି ୯ଟାରୁ ଭୋର ୫ଟା ଯାଏଁ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ନିୟମ ଲାଗୁ ହେବ। ଜୁନ୍ ୧ ତାରିଖଠାରୁ ଏହି ନୂତନ କର୍ପ୍ୟୁ ନିୟମ ପାଳନ କରାଯିବ। ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ଲକଡାଉନ୍ ୫.୦ ପାଇଁ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ରାତି ୯ରୁ ସକାଳ ୭ ଟା ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଗତିବିଧି “ସମ୍ପୂର୍ଣ୍ଣ ନିଷେଧ” ରହିବ। ଅତ୍ୟାବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ରାତି ୯ ରୁ ଭୋର ୫ଟା ଯାଏଁ ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଗତିବିଧି ନିଷେଧ ରହିବ। ଏ ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ସିଆରପିସିର ଧାରା ୧୪୪ ଅଧୀନରେ (କର୍ଫ୍ୟୁ) ନିର୍ଦ୍ଦେଶନାମା ଜାରି କରିବା ସହ ଏହାକୁ କଠୋର ଭାବେ ଅନୁପାଳନ କରିବେ। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କେବଳ ଜରୁରୀ ଏବଂ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟ ବ୍ୟତୀତ ୬୫ବର୍ଷରୁ ଅଧିକ ବୟସ୍କ, ରୋଗୀ, ଗର୍ଭବତୀ...

Odisha: Today’s Pic Life during lockdown 4.0

Image
Masks, sanitisers being distributed by Commissionerate Police in Bhubaneswar Girls ride a bicycle in Bhubaneswar Migrant workers getting registered at Rasulgarh Ashram School before leaving for Kolkata Sand artist Subala Maharana displays a self-made miniature model of Lord Jagannath’s chariot Waterlogging in Bhubaneswar’ Kharavel Nagar after heavy rains under effect of nor’wester Friday morning Demolition drive near Lingaraj temple of Bhubaneswar for Ekamra Heritage Corridor Villagers fetch polluted water from river in Kansa village under Hatibandha panchayat of Lathikata block Lightning strike in Puri Conductor checks tickets in a bus as public transport resumes in state Twin City Police Commissioner Sudhanshu Sarangi deploys drones to enforce social distancing, mask usage Cops fine riders travelling without masks in front of Lingaraj temple in Bhubaneswar  Shree Satya Sai Seva Organisation distributes essential items to porters at Bhubaneswar station People arriving in Bhubanesw...

Odisha: Today’s Pic Life during lockdown 4.0

Image
Bhubaneswar: Lockdown 4.0 – Day 10 Sitalsasthi celebrations underway at Amareswar temple in Cuttack Migrant workers on their way home

ସମୟ ଢେଉରେ ହୃଦୟ କେତେ ଥର ହାରେ

Image
ସମୟ ଢେଉରେ ହୃଦୟ କେତେ ଥର ହାରେ, ପୁଣି ନିଜେ ନିଜର ଗଢେ, ନିତି ନିଜେ ସେ ନିଜକୁ ଆଖି ମିଶାଇ ସମୟ ଆଖିରେ। ହେଲେ ଏ ହୃଦୟ କେବେ ଜିତି ଯାଏ ସମୟ ପାଖରେ ତ, ପୁଣି ଏ ହୃଦୟ କେବେ ହାରିଯାଏ ସମୟ ପାଖରେ। ବାସ୍ତବିକ୍, ପରିବର୍ତ୍ତନ ସଂସାରର ନିୟମ ଅଟେ। ହେଲେ କାହିଁକି କେଜାଣି ଆଜିବି ମଣିଷ ଲଢ଼ି ଚାଲିଚି ନିଜର ଜୀବନର କ୍ଷଣିକ ପରିବର୍ତ୍ତନ ପାଇଁ। ପ୍ରତ୍ୟେକ ସକାଳର ରାତି ଆଉ ପ୍ରତ୍ୟେକ କାଳ ରାତ୍ରିର ରାତ୍ରି। କାହିଁକି ଯାହାର ଉତ୍ତର ଖୋଜି ପାଏନା ଏ ମଣିଷ କେବେ। ରାତି ପାହିଲା, ସହରର ଜାକ ଜମକ୍ ପୋଷାକ ପିନ୍ଧି ପ୍ରତ୍ୟେକ ଦିନ ଭଳି କେତେ ବାବୁ ମାନେ ନିଜ କାମରେ ବାହାରି ଯାଉଥିଲେ। ହେଲେ ଛୋଟିଆ ପିଲାଟି ଆଜି ବି ସବୁ ଦିନ ପରି ଚାହିଁ ରହିଥାଏ, କିଏ କିଛି କାଳେ ଦେବ ତାକୁ ଖାଇ ବାକୁ ନା ଟଙ୍କାଟିଏ ବଢେଇ ଦେବ ତାହାର କୁନି ହାତ କୁ? ବୟସ ମାତ୍ର ସାତ ବର୍ଷ ନା ତାର ଅନାମ। ପିଲାଟି ଦିନୁ ଏଇ ରାସ୍ତା କଡ଼ରେ (ଫୁଟ୍ ପାଥ) ବଢ଼ିଛି ଅନାମ। ତା ବାପାମାଆ କିଏ ସେ ଉତ୍ତର କାହାରି ପାଖରେ ନାହିଁ। ଦୁନିଆ ବିଷୟରେ ବେଶି କିଛି ଜାଣିନି ଅନାମ। ଜାଣିବ ବା କେମିତି ତାର ବାପାମାଆ, ଭାଇ ଭଉଣୀ ସମସ୍ତେ ଏଇ ରାସ୍ତା କଡ଼ରେ ଜୀବନ ବଞ୍ଚୁଛନ୍ତି। ପିନ୍ଧିବା ତ ବହୁତ ଦୂରର କଥା, ଦୁଇ ଓଳି ଅବା ଏକ ଓଳି ଦୁଇ ମୁଠା ଯଦି ଖାଇବାକୁ ମିଳିଯାଏ ସେଇଟା ତାଙ୍କର ବଡ଼ ଖୁସି। ମୁଁ ଦୁଃଖିତ; ଘରେ ତାଲା ବନ୍ଦ ସହ ମୁଁ ଗୃହ ବନ୍ଦୀ। ସହରର ବାସ...

Odisha: Today’s Pic Life during lockdown 4.0

Image
Crowds gathered in huge numbers breaking social distancing norms as a liquor shop on Cuttack Road reopened Monday. Muslims celebrating the auspicious occasion of Eid at Sundarpada Azad Nagar, Bhubaneswar With Lockdown 4.0 new guidelines allowing auto-rickshaws to operate, Bhubaneswar sprung back to life as three-wheelers were seen ferrying passengers. A police team deployed at Sundarpada Azad Nagar to avoid any untoward incident during the celebration of Eid With Lockdown 4.0 new guidelines allowing auto-rickshaws to operate, Bhubaneswar sprung back to life as three-wheelers were seen ferrying passengers. Auto-rickshaws wait for passengers at the Badambadi bus stand in Cuttack after vehicular movement was allowed by the Odisha government Monday onwards On the auspicious occasion of Eid, Muslims offer Namaz maintaining social distancing rules at Qadam-E-Rasool in Dargha Bazaar, Cuttack. ‘Mo Bus’ service resumes   Colorful masks on sale   HSC answer sheet evaluation resumes with...