Posts

Article 15 of Indian Constitution

Image
Article 15 of Indian constitution  Article 15 of the Indian Constitution prohibits discrimination on the grounds of religion, race, caste, sex, or place of birth. It states that: (1) The State shall not discriminate against any citizen on grounds only of religion, race, caste, sex, place of birth, or any of them. (2) No citizen shall, on grounds only of religion, race, caste, sex, place of birth, or any of them, be subject to any disability, liability, restriction, or condition with regard to access to shops, public restaurants, hotels, and places of public entertainment; or the use of wells, tanks, bathing ghats, roads, and places of public resort maintained wholly or partly out of State funds or dedicated to the use of the general public. (3) Nothing in this article shall prevent the State from making any special provision for women and children. (4) Nothing in this article or in clause (2) of Article 29 shall prevent the State from making any special provision for th...

ପୂର୍ବତନ ବାଚସ୍ପତି, ସୁସାହିତ୍ୟିକ ତଥା ବାଗ୍ମୀ ଶରତ କୁମାର କରଙ୍କ ପରଲୋକ

Image
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା, ସୁସାହିତ୍ୟିକ ତଥା ବାଗ୍ମୀ ଶରତ କୁମାର କର ଆଉ ନାହାନ୍ତି। ୮୧ ବର୍ଷ ବୟସରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ଶ୍ରୀ କରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ରାଜ୍ୟ ତଥା ତାଙ୍କର କର୍ମକ୍ଷେତ୍ର ମାହାଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଜଣେ ସଫଳ ରାଜନେତା ଭାବେ ସ୍ୱର୍ଗତ କରଙ୍କର ଯଥେଷ୍ଟ ସୁନାମ ରହିଥିଲା। ସେ ଷଷ୍ଠ ଲୋକସଭା (୧୯୭୭-୮୦ ର ସଦସ୍ୟ ଥିଲେ ଏବଂ ତିନିଥର (୨୦୦୦- ୦୪, ୧୯୯୦- ୯୫ ଏବଂ ୧୯୭୧-୭୪) ମହଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧ ମସିହାରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱାଧୀନ ମିଳିତ ସରକାରରେ ସ୍ୱର୍ଗତ କର ଥିଲେ ଶିକ୍ଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ। ଓଡ଼ିଶାର ରାଜନୈତିକ ଇତିହାସରେ ସ୍ୱର୍ଗତ କର ଥିଲେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଏବଂ ତାଙ୍କର ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି। ସ୍ୱର୍ଗତ କର ୧୯୭୭ ମସିହାରେ କଟକ ଲୋକସଭା ଆସନରୁ ଜନତା ପାର୍ଟି (ଲୋକଦଳ) ସାଂସଦ ଭାବରେ ନିର୍ବଚିତ ହୋଇଥିଲେ। ସେ ୧୦ ମାର୍ଚ୍ଚ ୨୦୦୦ ରୁ ୨୧ ମେ’ ୨୦୦୪ ପର୍ଯ୍ୟନ୍ତ ଦ୍ୱାଦଶ ବିଧାନସଭାର ବାଚସ୍ପତି ଥିଲେ। ୫ ସେପ୍ଟେମ୍ବର ୧୯୩୯ରେ ଜନ୍ମଗ୍ରହଣ କରିଥି...

ଫେୟାର୍ ରିପୋର୍ଟିଂ ଅପରାଧ ନୁହେଁ

Image
ଫେୟାର୍ ରିପୋର୍ଟିଂ ଅପରାଧ ନୁହେଁ: ସାମ୍ୱାଦିକତାରେ ଫେୟାର ବା ନ୍ୟାୟସଙ୍ଗତ ରିପୋର୍ଟିଂ ଅପରାଧ ନୁହେଁ। ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବାସହ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ରଦ୍ଦ କରିଦେଇଛନ୍ତି। ୨୦୧୮ ମସିହା ଏପ୍ରିଲ୍ ୩ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା ଯେ, ‘ଜମ୍ମୁ ଓ କାଶ୍ମୀରରେ ଷ୍ଟୋନ୍ ପେଲ୍ଟର ବା ପଥର ଫିଙ୍ଗାଳିମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି, ୪ ମହିଳା ଆହତ’। ବିଭିନ୍ନ ଟ୍ରାଭେଲ ଏଜେନ୍ସୀ ଆସୋସିଏସନ୍ ଏହାକୁ ନେଇ ସଂପୃକ୍ତ ସାମ୍ୱାଦିକଙ୍କ ବିରୋଧରେ ଏକ କେସ୍ ରୁଜୁ କରିଥିଲେ। ଏଥିରେ ଆସୋସିଏସନଗୁଡ଼ିକ ଦର୍ଶାଇଥିଲେ ଯେ, ପର୍ଯ୍ୟଟନ ସିଜିନରେ ମନ୍ଦ ଉଦ୍ଦେଶ୍ୟ ରଖି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏହି ଖବର ପ୍ରକାଶ ପାଇଛି। ଏହି ଖବରର କୌଣସି ସତ୍ୟତା ନାହିଁ। ଏଭଳି ଘଟଣା ଆଦୌ ଘଟିନାହିଁ ବୋଲି ମଧ୍ୟ ଅଭିଯୋଗକାରୀମାନେ ଦର୍ଶାଇଥିଲେ। ଜାମ୍ମୁ ଓ କାଶ୍ମୀରରେ ସେତେବେଳେ ପ୍ରଚଳିତ ଥିବା ‘ରଣବୀର ପେନାଲ କୋଡ’ର ଧାରା ୫୦୧ (୧) (ଖ) ଧାରାରେ ଏହି କେସ୍‌ ରୁଜୁ ହୋଇଥିଲା। ଭାରତୀୟ ପେନାଲ୍ କୋଡର ଧାରା ସହ ଏହା ପ୍ରାୟ ସମାନ। ଏହି ଧାରା କହେ- ‘ଯଦି କେହି ମନ୍ଦ ଉଦ୍ଦେଶ୍ୟ ରଖି କୌଣସି ଗୁଜବ ପ୍ରକାଶ କରେ ବା ପ୍ରଚାର କରେ ଯାହାକି ସାଧାରଣରେ ବା ଗୋଟିଏ ଗୋଷ୍ଠୀର ଲୋକଙ୍କ ମନରେ ଭୟ ସୃଷ୍ଟି କରେ, ତାହା ...

Nobel Prize for World Food Programme

Image
BREAKING NEWS The need for international solidarity and multilateral cooperation is more conspicuous than ever. The Norwegian Nobel Committee has decided to award the Nobel Peace Prize for 2020 to the World Food Programme (WFP) for its efforts to combat hunger, for its contribution to bettering conditions for peace in conflict-affected areas and for acting as a driving force in efforts to prevent the use of hunger as a weapon of war and conflict. The World Food Programme is the world’s largest humanitarian organisation addressing hunger and promoting food security. In 2019, the WFP provided assistance to close to 100 million people in 88 countries who are victims of acute food insecurity and hunger. In 2015, eradicating hunger was adopted as one of the UN’s Sustainable Development Goals. The WFP is the UN’s primary instrument for realising this goal. In recent years, the situation has taken a negative turn. In 2019, 135 million people suffered from acute hunger, the highest...

Ensuring water for all – the challenges

Image
Clean and adequate water is essential for survival and this has a direct bearing on positive health outcomes and food security of India. Most countries have committed to providing clean water and sanitation to every citizen in alignment with UN’s Sustainable Developmental Goal (SGD) – 6. Taking this goal ahead, the Union government started Jal Jeevan Mission (JJM) – Har Ghar Nal Se Jal a year ago to provide 55 LPCD safe drinking water to all households by 2024 through functional household tap connections. For this, we need sustainable water sources. Though the use of surface water has been given priority under JJM, groundwater is the major source for drinking water in both urban and rural India, and simultaneously an important source of water for agricultural and industrial sectors. India is the highest groundwater user in the world, extracting about 25 per cent of global resources. About 85 per cent of rural water and 45 per cent of urban water supplies here are met using ...

ଜୀବନକୁ ଉପଭୋଗ କରନ୍ତୁ

Image
ପଶ୍ଚିମବଙ୍ଗର ଜଣେ ୩୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦ୍ୱାରା ରଖାଯାଇଥିବା ଏକ ବିବାହ ବିଜ୍ଞାପନ ଟ୍ୱିଟରରେ ଭାଇରାଲ ହୋଇଛି। ଏହାକୁ ପ୍ରଥମେ ଅହମ୍ମଦାବାଦର ଆଇଏଏସ୍ ଅଧିକାରୀ ନିତିନ ସାଙ୍ଗୱାନ୍ ଅଂଶୀଦାର କରିଥିଲେ, ଯିଏ ଏହି ଚିତ୍ତାକର୍ଷକ ମନ୍ତବ୍ୟ ଦେଇଥିଲେ: “ଆଶାକର୍ମୀ ବର, ଦୟାକରି ଧ୍ୟାନ ଦିଅନ୍ତୁ, ମେଳଣ ମାନଦଣ୍ଡ ବଦଳୁଛି। ” ସେମାନେ ପ୍ରକୃତରେ ପରିବର୍ତ୍ତନ କରୁଛନ୍ତି କି? ଠିକ୍, ପୂର୍ଣ୍ଣ ବିବାହ ବନ୍ଧନ ପଢିବା ପରେ, ଏଠାରେ ମୋର ଉତ୍ତର: “ହଁ, ସେମାନେ ପରିବର୍ତ୍ତନ କରୁଛନ୍ତି। ନା, ସେମାନେ ପରିବର୍ତ୍ତନ କରୁନାହାଁନ୍ତି”।  ଯଦି ଆପଣ ଭାବୁଛନ୍ତି ମୁଁ କାହିଁକି ନିଜକୁ ବିରୋଧ କରୁଛି, ଆପଣ ହୁଏତ ସମ୍ପୂର୍ଣ୍ଣ ବିଜ୍ଞାପନ ପଢିବାକୁ ଚାହିଁପାରନ୍ତି: “ଚାଟାର୍ଜୀ ୩୭/୫’୭” ଯୋଗ ଅଭ୍ୟାସକାରୀ, ସୁନ୍ଦର, ନ୍ୟାୟଯୁକ୍ତ, ନିଶା ନଥିବା, ଉଚ୍ଚ ନ୍ୟାୟାଳୟର ଓକିଲ ତଥା ଅନୁସନ୍ଧାନକାରୀ। ଘର କାର ଥିବା ଓକିଲ ପରିବାର, ପିତାମାତା ଉପସ୍ଥିତ ଅଛନ୍ତି। କାମରପୁକୁରର ଗ୍ରାମ ଘର, ବିନା ଚାହିଦା ସହିତ, ବର ସୁନ୍ଦର, ସୁନ୍ଦର, ଲମ୍ବା, ପତଳା ବର ଖୋଜେ। ବର ସୋସିଆଲ ମିଡିଆରେ ନିଶା ହେବା ଉଚିତ୍ ନୁହେଁ”।  ଅନେକ କାରଣ ପାଇଁ ଏହା ଏକ ଆକର୍ଷଣୀୟ ବିଜ୍ଞାପନ। ବରକୁ ୩୭ ବର୍ଷ ବୟସ ହୋଇଛି, ତେଣୁ ଏହା ଅନୁମାନ କରିବା ଯୁକ୍ତିଯୁକ୍ତ ହେବ ଯେ ସେ ବୃଦ୍ଧ ହୋଇଗଲେ ସେ ନିଜ ଆବଶ୍ୟକତାକୁ ଟିକେ ଆରାମ ଦେଇଛନ୍ତି। ପ୍ରକୃତରେ...

Enjoy your life, but don’t be addicted

Image
A matrimonial ad placed by a 37-year-old man from West Bengal recently went viral on Twitter. It was first shared by Nitin Sangwan, an IAS officer in Ahmedabad, who made this intriguing comment: “Prospective brides/grooms, please pay attention. Matchmaking criteria are changing.” Are they really changing? Well, after reading the full matrimonial ad, here’s my answer: “Yes, they are changing. No, they are not changing.” If you’re wondering why I’m contradicting myself, you may want to read the entire ad: “Chatterjee 37/5’7” yoga practitioner, handsome, fair, non-addicted, advocate in high court and researcher. Lawyer family having house car, parents are present. Village house in Kamarpukur, with no demand, groom seeks fair, beautiful, tall, slim bride. Bride must not be addicted to social media.” This is an interesting ad for a number of reasons. The groom is 37 years old, so it would be reasonable to assume that as he has grown older, he has relaxed his requirements a litt...

ଖାଇଛନ୍ତି ବାଉଁଶ ଚାଉଳର ଭାତ ? ରହିଛି ଏସବୁ ଔଷଧୀୟ ଗୁଣ

Image
ଆପଣ ଭାତ ଖାଉଛନ୍ତି, ତାହା ଚାଉଳରୁ ତିଆରି ହେଉଛି । ଧାନ ଗଛର ଧାନରୁ ସଂଗ୍ରହ କରାଯାଉଛି ଚାଉଳ । କିନ୍ତୁ ଜାଣିରଖନ୍ତୁ, କେବଳ ଧାନ ନୁହେଁ, ବାଉଁଶରୁ ବି ଚାଉଳ ପ୍ରସ୍ତୁତି ହୁଏ । ଓଡିଶାର ଚନ୍ଦକା, ଡମପଡା, ରାୟଗଡା ଓ କଳାହାଣ୍ଡି ଓ କୋରାପୁଟ ଆଦି ଅଞ୍ଚଳର ଲୋକମାନେ ଏହି ବାଉଁଶ ଚାଉଳର ଭାତ ଖାଇଥାଆନ୍ତି । ତେବେ ଏହି ଚାଉଳ ସବୁ ବର୍ଷ ମିଳେନାହିଁ । ପ୍ରତି୧୦/୧୨ ବର୍ଷରେ ଥରେ ମଝିରେ ମଝିରେ ଏହି ବାଉଁଶ ଚାଉଳ ମିଳେ । ଯେଉଁ ବାଉଁଶ ଗଛରେ ଧାନ ହୁଏ,ସେ ଗଛ ଶୁଖି ମରିଯାଏ । ଏହା ହେଉଛି ଆମ ରାଜ୍ୟର କଥା । କିନ୍ତୁ ତ୍ରିପୁରା ସରକାର ଏ ବାବଦରେ ପାଦେ ଆଗକୁ ଯାଇଛନ୍ତି । ବାଉଁଶ ଚାଉଳର ମାର୍କେଟିଂ ଆରମ୍ଭ କରିଛି ତ୍ରିପୁରା । ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କହିଛନ୍ତି ଯେ, ଆମେ କିଛି ଦିନ ତଳେ ବାଉଁଶ କୁକିଜ୍ , ବାଉଁଶ ବୋତଲ ବଜାରକୁ ଛାଡିଥିଲୁ । ଚାହିଦା ଭଲ ଅଛି । ଏବେ ବିଧିବଦ୍ଧ ଭାବେ ବାଉଁଶ ଚାଉଳ ଲୋକଙ୍କ ପାଇଁ ଉପଲବ୍ଧ କରାଉଛୁ । ଏହି ବାଉଁଶ ଚାଉଳରେ ସାଧାରଣ ଚାଉଳ ଓ ଗହମଠାରୁ ପ୍ରୋଟିନ ପରିମାଣ ଅଧିକ । ଖାଇବାକୁ ସ୍ୱାଦିଷ୍ଟ ମଧ୍ୟ । ଏହି ଚାଉଳର ଭାତ ଖାଇଲେ ଗଣ୍ଠି ଯନ୍ତ୍ରଣା, ପିଠି ଯନ୍ତ୍ରଣା ଓ ଅନ୍ୟ ପ୍ରକାରର ଯନ୍ତ୍ରଣାରୁ ଉପଶମ ମିଳିଥାଏ ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଏହାର ଆଣ୍ଟି-ଡାଇବେଟିସ ଗୁଣ ରହିଛି ଓ ଏହା କୋଲେଷ୍ଟେରଲ୍ ବଢାଇନଥାଏ ବୋଲି ସେ କହିଛନ୍ତି । ...

WPF କ’ଣ ? କାହିଁକି ମିଳିବ ନୋବେଲ ଶାନ୍ତି ପୁରସ୍କାର ?

Image
ଚଳିତ ଥର   ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌କୁ(WFP) ନୋବେଲ ଶାନ୍ତି ପୁୁୁୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ନୋବେଲ୍‌ କମିଟି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍‌ଲୋ ଠାରେ ନେବେଲ୍‌ କମିଟିର ଅଧ୍ୟକ୍ଷ ବେରିଟ୍‌ ରେଇସ ନୋବେଲ୍‌ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି। ନେବୋଲ ପୁରସ୍କାର ବିଜେତା WFPର ଅର୍ଥ କଣ ? କାହିଁକି ଏହାକୁ ନୋବେଲ୍‌ ଶାନ୍ତି ପୁରସ୍କାର ମିଳିବ ଆସନ୍ତୁ ଏ ବିଷୟରେ ଜାଣିବା। WFPର ଅର୍ଥ କଣ ?  WFPର ଫୁଲ୍‌ଫର୍ମ ବା ପୂରା ନାମ ହେଲା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌। ଏହା ଏକ ବିଶ୍ୱସ୍ତରୀୟ ସଂସ୍ଥା, ଯାହା ଜାତୀସଂଘ ସହିତ ଜଡ଼ିତ ହୋଇଛି। ବିଶ୍ୱରେ କ୍ଷୁଧା ନିବାରଣ କରିବାର ଏହି ସଂସ୍ଥାର ମୂଳ ଲକ୍ଷ୍ୟ। ବିଶ୍ୱସ୍ତରରେ କ୍ଷୁଧା ନିବାରଣ ପାଇଁ ୧୯୬୧ ମସିହାର ଜାତିସଂଘ ଦ୍ୱାରା ଏହାର ଗଠନ ହୋଇଥିଲା। ରୋମ୍‌ ଓ ଇଟାଲୀରେ ଏହାର ମୁଖ୍ୟାଳୟ ରହିଛି। ସଂସ୍ଥାର ତାର ଲକ୍ଷ୍ୟ ହାସ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ WFP ଭୋକ ପାଇଁ ଯୁଝୁଥିବା ବିଶ୍ୱର ୧୫ ପ୍ରତିଶତରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥାଏ। କ୍ଷୁଧାର୍ତ୍ତଙ୍କୁ ଏହା କିପରି ସାହାଯ୍ୟ କରିଥାଏ? WFP ତାର Food-For-Life କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟ ସଂଗ୍ରହ କରି ପ୍...

ନୋବେଲ ପୁରସ୍କାର କ’ଣ ? କେଉଁ ଭାରତୀୟମାନେ ପାଇଛନ୍ତି ଏହି ସମ୍ମାନ

Image
ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଓ ସେବା କ୍ଷେତ୍ରରେ ନୋବେଲ୍‌ ପ୍ରାଇଜ୍ ଘୋଷଣା ହୋଇଛି। ଶାନ୍ତି କ୍ଷେତ୍ରରେ ଏଥର WFPକୁ ନୋବେଲ ପୁହରସ୍କାର ମିଳିଛି। ତେବେ ଏପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ପାଇଁ କୌଣସି ଭାରତୀୟଙ୍କ ନାଁ ଘୋଷଣା କରାଯାଇ ନାହିଁ। ଗତ ବର୍ଷ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତୀ ପାଇଁ ନୋବେଲ୍‌ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୪ରେ ଶାନ୍ତି ପାଇଁ ଭାରତୀୟ ଭାବେ କୈଳାଶ ସତ୍ୟାର୍ଥୀଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏବେ ଆସନ୍ତୁ ଜାଣିବା ପୂର୍ବରୁ କେଉଁ ଭାରତୀୟ କେବେ ନୋବେଲ୍ ପୁରସ୍କାର ପାଇଛନ୍ତି। ନୋବେଲ ପୁରସ୍କାର ସମ୍ପର୍କରେ… ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନପ୍ରଦ ପୁରସ୍କାର। ଆଲଫ୍ରେଡ୍ ବର୍ନହର୍ଡ ନୋବେଲ୍‌ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଆଲଫ୍ରେଡ ବର୍ନହର୍ଡ ନୋବେଲ ଜଣେ ସ୍ୱିଡେନ ରସାୟନ ବିଜ୍ଞାନୀ, ଇଞ୍ଜିନିୟର, ଉଦ୍ଭାବକ, ବ୍ୟବସାୟୀ ଏବଂ ପ୍ରଖର ବୁଦ୍ଧିଈ ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କରି ନାମ ଅନୁସାରେ ନୋବେଲ୍‌ ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ୬ଟି କ୍ଷେତ୍ର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ୧୧୮ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ...

ପତ୍ନୀଙ୍କ ସହ ୮୦ବର୍ଷର ବୃଦ୍ଧ ଖୋଲିଲେ ଢାବା, କାନ୍ଦି କାନ୍ଦି ଶୁଣାଇଲେ ଦୁଃଖଦ କାହାଣୀ

Image
ନୂଆଦିଲ୍ଲୀ : କରେନା ଅନେକ କଠିନ ପରିସ୍ଥିତି ସହ ପରିଚିତ କରାଇଛି। ଏହି ଭାଇରସ୍‌ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଛଡେଇ ନେଇଛି। ୮-୧୦ମାସ ପୂର୍ବର ପରିସ୍ଥିତି ସହ ଯଦି ଆଜିର ତୁଳନା କରିବେ ତେବେ ଆପଣ ପରିବର୍ତ୍ତନ ପାଇବେ। ପ୍ରଗତିଶୀଳ ଦେଶ ଭାରତର ଅବନତିର ଚିତ୍ର ମଧ୍ୟ ମିଳିଯିବ। ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ହାର୍‌ ମାନିବା ଶିଖିନାହାନ୍ତି। କରୋନା ପାଇଁ ଯେତେବେଳେ ଲୋକମାନେ ବୃତ୍ତି ଏବଂ ବ୍ୟବସାୟ ହରାଇଛନ୍ତି ସେତେବେଳେ ଘର ପରିବାର ଚଳାଇବା ପାଇଁ ଜଣେ ୮୦ବର୍ଷର ବୃଦ୍ଧା ତାଙ୍କ ପତ୍ନୀଙ୍କ ସହ ଢାବା ଖୋଲିଛନ୍ତି।  ଏହି ବୃଦ୍ଧ ଝଣଙ୍କ ନାଁ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀ। ବହୁ ବର୍ଷ ଧରି ଦିଲ୍ଲୀର ମାଲଭିଆ ନାଗରରେ ନିଜର ଏକ ଛୋଟ ଦୋକାନ ସ୍ଥାପନ କରିଥିଲେ। ସେଠାରେ ବ୍ୟବସାୟ ନହେବାରୁ ସେମାନେ ଢାବା ଖୋଲି ରୋଜକାର କରିବା ନେଇ ଚିନ୍ତା କଲେ। କାନ୍ତା ଏବଂ ତାଙ୍କ ପତ୍ନୀଙ୍କ ବୟସ ୮୦ରୁ ଅଧିକ। ଏହି ଦମ୍ପତ୍ତିଙ୍କ କହିବା ଅନୁଯାୟୀ, ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି। କିନ୍ତୁ ଏହି ତିନିଜଣଙ୍କ ମଧ୍ୟରୁ କେହି ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ।  ଚଳିବା ପାଇଁ ଏମାନେ ଢାବା ଖୋଲିଛନ୍ତି। ଏଇଠୁ ଯାହା ରୋଜଗାର ହୁଏ ସେଥିରେ ଦୁହେଁ ଚଳୁଛନ୍ତି। କାନ୍ତାଙ୍...

Dongria Kondhs vehemently oppose Rayagada eco-tourism project at Niyamgiri hill

Image
Rayagada : Dongria tribes have vehemently opposed Tuesday the Rayagada forest department’s move to construct eco-tourist cottages near Niyamgiri hill, under its ambitious project for the promotion of Dongria Kondh culture and development of local tourism as well. The Dongrias from 27 villages nearby Niyamgiri hill gathered in large numbers at Adisakani village of Kurli panchayat under Bissamcuttack block in Rayagada district, the spot where the forest department has proposed to construct eco-tourist cottages in Rayagada district. Vehemently opposing the department’s move, Dongria tribes claimed that the lands which have been provided to the forest department by the Odisha PVTG Empowerment and Livelihoods Improvement Programme (OPELIP) for the purpose are their own farmlands. Reacting to this, a member of the Dongria Kondh community Jitu Jakesika said, “A meeting was organised at Adisakani village. Huika, Pusika, Kadraka, Jakesika and Misika tribals took part in today’s meet...

Odisha’s tribal singing sensation Namita Melaka records her first song; actress Varsha gives wings to her dreams

Image
Cuttack : It was a dream come true for tribal singing sensation Namita Melaka as she recorded her first ever song, a devotional composition on Lord Jagannath, at a studio in Cuttack Sunday. Impressed with the melodious voice of this tribal girl from Chintaguda village in Koraput district, Odia actress Varsha Priyadarshini had promised to help Namita in realising her dreams. Keeping her words given earlier, Varsha took to Twitter and informed about this. The four-minute long Jagannath bhajan ‘Ninuna, Jiuti Jibana …’ was penned by renowned lyricist Bijay Malla in both Kui and Odia dialects and was recorded under the guidance of popular Odia music director Prem Anand. The music video will be released soon on Varsha’s YouTube channel, Anand informed. Namita became an internet sensation and earned accolades from netizens across the state after a video of her singing the Hindi song ‘Chunar’ from the film ‘ABCD 2’ went viral on social media.

ନମିତାଙ୍କ ସ୍ବପ୍ନ ପୂରଣ ହେଲା, ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ ରେକର୍ଡ ହେଲା ପ୍ରଥମ ଗୀତ

Image
କଟକ : କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା | ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେ ଚର୍ଚ୍ଚାରେ ରହିଛନ୍ତି | ନମିତାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି। କଟକର ନିଉ ରେକର୍ଡ଼ିଂ ଷ୍ଟଡ଼ିଓରେ ତାଙ୍କ କଣ୍ଠରେ ଆଜି ଏକ ଗୀତ ରେକର୍ଡ କରାଯାଇଛି। ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ ନମିତା ଆଜି ନିଜର ପ୍ରଥମ ଗୀତ ରେକର୍ଡ କରିଛନ୍ତି | ଏହି ଗୀତର ଗୀତିକାର ହେଲେ ସ୍ବନାମଧନ୍ୟ ଗୀତିକାର ବିଜୟ ମଲ୍ଲ।  ନମିତା ଯେଉଁ ଗୀତରେ କଣ୍ଠଦାନ କରିଛନ୍ତି, ତାହା ଏକ ଜଗନ୍ନାଥ ଭଜନ। ଏହାର ଟ୍ୟାଗଲାଇନ୍ ହେଲା –ନିନୁନା, ଜିଉତି ଜୀବନ… (ଯାହାର ଓଡ଼ିଆରେ ଭାବାର୍ଥ ହେଲା- ତୁ ମୋର ଜୀବର ଜୀବନ)। ଏହା ଉଭୟ ଓଡ଼ିଆ ଏବଂ କୁଇ ଭାଷାରେ ରଚିତ ହୋଇଛି। ଏହି ଗୀତର ଅବଧି ପ୍ରାୟ ସାଢେ ୪ ମିନିଟ୍ ବୋଲି ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀ ଝିଅ ନମିତା ମେଲେକା ଖୁବ୍ ଭାବପୂର୍ଣ୍ଣ ଢଙ୍ଗରେ ଗୀତରେ କଣ୍ଠଦାନ କରିଛନ୍ତି। ଏହି ଗୀତଟି ଶ୍ରୋତାଙ୍କ ଦ୍ବାରା ଆଦୃତ ହେବ ବୋଲି ସେ ଆଶାବାଦୀ। ଏହି ଗୀତଟି ବର୍ଷା ପ୍ରିୟଦର୍ଶିନୀଙ୍କ ୟୁଟ୍ୟୁବ୍ ଚାନେଲରେ ରିଲିଜ୍ ହେବ ବୋଲି ସଙ୍ଗୀତକାର କହିଛନ୍ତି। ଏହି ଗୀତ ରେକର୍ଡିଂ ସମୟରେ ଅଭିନେତ୍ର...

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୬୯୧; ପୁଣି ୪୨୦୯ ନୂଆ ମାମଲା ଚିହ୍ନଟ ହେଲେ

Image
ଭୁବନେଶ୍ୱର : ରାଜ୍ୟରେ ଆହୁରି ୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୬୯୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୪,୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୭୫,୫୫୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନଅ ଜଣଙ୍କ ମୃତକଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରୁ ସର୍ବଧିକ ଦୁଇ ଜଣ ଆକ୍ରାନ୍ତ ଅଛନ୍ତି । ଭଦ୍ରକ, ବଲାଙ୍ଗୀର, କଟକ, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ବରଗଡ଼ ଜିଲ୍ଲାରେ ଦୁଇ ଜଣ ମୃତକ ମଧ୍ୟରୁ ଜଣେ ୫୫ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ୬୩ ବର୍ଷୀୟ ପୁରୁଷ ଅଛନ୍ତି । ୫୫ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୬୩ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି । ଭଦ୍ରକ ଜିଲ୍ଲାରେ ମୃତକ ଜଣେ ୫୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ବଲାଙ୍ଗୀର ଜିଲ୍ଲାରେ ମୃତକ ଜଣେ ୫୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୭୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଗଜପତି ଜିଲ୍ଲାରେ ମୃତକ ଜଣେ ୩୭ ବର୍ଷୀୟ ପୁରୁଷ ଓ ...

କେତେ ଅଲଗା ଏଥରର ଆଇପିଏଲ, ଉତ୍କଣ୍ଠା ଆଉ ରୋମାଞ୍ଚକ ମନ ଭରିବ ତ!

Image
କେତେ ଅଲଗା ଏଥରର ଆଇପିଏଲ, ଉତ୍କଣ୍ଠା ଆଉ ରୋମାଞ୍ଚକ ମନ ଭରିବ ତ! ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯିବ ଇଣ୍ଡିଆନ ପ୍ରିମିୟର ଲିଗ୍। ଚେନ୍ନାଇ ସୁପର କିଙ୍ଗ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ହେବ। ଯୁବ ପିଢ଼ୀକୁ ଉତ୍କଣ୍ଠା ଓ ରୋମାଞ୍ଚକ ଯୋଗାଇ ଆସିଥିବା ଏହି ଆଇପିଏଲ ଏଥର କରୋନା ମହାମାରୀ କବଳରେ ପଡିଛି, ନିୟମ ସବୁ ବଦଳି ଯାଇଛି।  ମନରେ ପ୍ରଶ୍ନ ଉଠୁଛି ନୂତନ ନିୟମ ମନର ରୋମାଞ୍ଚକ ଭରିବ ତ?  ଆସନ୍ତୁ ଜାଣିବା ୟୁଏଇରେ ହେବାକୁ ଥିବା ଆଇପିଏଲରେ କ'ଣ ସବୁ ନୂତନ ନିୟମ ଲାଗୁ କରାଯାଇଛି।  ୧. ବୋଲରମାନେ ଲାଳର ବ୍ୟବହାର କରିପାରିବେ ନାହିଁ। ୨. ଧଳା ବଲରେ ମ୍ୟାଚ ଖେଳାଯିବ। ଏହା ପ୍ରାୟତଃ ୨/୩ ଓଭର ସୁଇଂ କରିଥାଏ। ଲାଳର ବ୍ୟବହାର ନକରିବା ବିଶେଷ ପ୍ରଭାବ ପକାଇବ ନାହିଁ। ୩. ନୋ ବଲ ଉପରେ ଥାର୍ଡ ଅମ୍ପାୟର ନଜର ରଖିବେ। ୪. ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ। ୫. ଜଣେ ଖେଳାଳି କରୋନା ପଜିଟିଭ ବାହାରିଲେ ତାଙ୍କ ସ୍ଥାନରେ ନୂତନ ଖେଳାଳି ସାମିଲ ହୋଇପାରିବେ। ୬. ଚିୟରଲିଡର୍ସ ଓ ପ୍ରଶଂସକ ରହିବେ ନାହିଁ। ମେଗା ସ୍କ୍ରିନ ରେକର୍ଡିଂ କରାଯାଇଥିବା ଭିଡିଓ ଦେଖାଇପାରିବେ। ୭. ବାୟୋ ସିକ୍ୱୋର ପରିବେଶ। ଏଥିରେ ଅଂଶଗ୍ରହଣ କରୁଥିବା ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ ଅଫିସିଆଲ, ହୋଟେଲ ଷ୍ଟାଫ ଓ ମେଡିକାଲ ଟିମ୍ କେବଳ ରହିବେ। ଏହା ବ୍ୟତୀତ କାହାକୁ ଖେଳାଳି ଭେଟ...

ରାଜ୍ୟରେ ଆଉ ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ : ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Image
ଓଡ଼ିଶା : କରୋନା ନେଲା ୧୩ଜଣଙ୍କ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।  ବରଗଡ ଜିଲ୍ଲାର ୨୫ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ, ବଲାଙ୍ଗୀର ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ସେ ମଧୁମେହ ରୋଗରେ ପୀଡିତ ଥିଲେ।  ଭୁବନେଶ୍ୱରର ୪୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ। କଟକ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।  ଗଜପତି ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।  କନ୍ଧମାଳ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ କି ଡିଲେଟେଡ୍ କାର୍ଡିଓମାଇଓପାଥି, ଗୁରୁତର ବାମ ଭେଣ୍ଟ୍ରିକୁଲାର ଡିସଫଙ୍କସନ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।  ଖୋର୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।  ଖୋର୍ଧା ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ, କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୦ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ।  କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୭ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ।  ମୟୂରଭଞ୍ଜ ଜିଲ୍ଲାର ୫୦ ...

ପ୍ରବାସୀମାନଙ୍କ ଉପରେ ଅର୍ଥନୈତିକ ପ୍ରବାହ

Image
ପ୍ରବାସୀମାନଙ୍କ ଉପରେ ଅର୍ଥନୈତିକ ପ୍ରବାହ: ଏହା ସମଗ୍ର ବିଶ୍ୱରେ ସ୍ଲୋବାଲାଇଜେସନ୍ ଅଟେ। ଏକ ଅଦ୍ୱିତୀୟ ସଭ୍ୟତା ଅବରୋଧ ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ବ୍ରେକ୍ ପ୍ରୟୋଗ କରିଛି। ବିଶ୍ବର ଅଭିବୃଦ୍ଧିର ଇଞ୍ଜିନ୍ ଭାବରେ କୁହାଯାଉଥିବା ଭାରତ ଏକ ବଡ ଧକ୍କା ଦେଇଛି ଏବଂ ଏହାର ଶକ୍ତି ଫେରି ପାଇବାକୁ କିଛି ବର୍ଷ ଲାଗିପାରେ। ତୀବ୍ର ସମ୍ପର୍କର ସମସ୍ତ ଅର୍ଥନୀତି ଜିଡିପିର ୩୦ ପ୍ରତିଶତରୁ ଅଧିକ ହରାଇ ବର୍ତ୍ତମାନ ଅଧିକ ସ୍ଥାନୀୟ ଏବଂ ଆଞ୍ଚଳିକ ହେବାକୁ ଯାଉଛନ୍ତି। ମହାମାରୀ ପୂର୍ବରୁ ସଭ୍ୟତା ଭୟଭୀତ ହୋଇ ନାହିଁ, ଯେହେତୁ ଏହା ବର୍ତ୍ତମାନ ଅଜ୍ଞାନ ଭାବରେ କରିଛି। ଭାରତୀୟ ଅର୍ଥନୀତିକୁ ହତ୍ୟା କରିବା ପାଇଁ ଏହା ଏକ ଷଡଯନ୍ତ୍ର କି ନୁହେଁ ଏକ ଅନୁସନ୍ଧାନ ହେଉ। ଭାରତୀୟ ପ୍ରସଙ୍ଗରେ ଅନୁମାନ କରାଯାଉଥିବା ରୋଗ ସାଂଘାତିକ ନୁହେଁ, କିନ୍ତୁ ସମସ୍ତ କାର୍ଯ୍ୟକଳାପ, ଭ୍ରମଣ ଏବଂ ବ୍ୟବସାୟର ଆତଙ୍କିତ ବନ୍ଦ ଅର୍ଥନୀତିକୁ ନଷ୍ଟ କରିଦେଇଛି। ଠିକ୍ ଆରବିଆଇର ପୂର୍ବତନ ରାଜ୍ୟପାଳ ରଘୁରାମ ରାଜନ କହିଛନ୍ତି ଯେ ଭାରତର ଜିଡିପି ସଂକୋଚନ ସମସ୍ତଙ୍କୁ ଭୟଭୀତ କରିବ। ସେ ଠିକ୍ କାରଣ ଭାରତ, ବିଶ୍ବର ଅଭିବୃଦ୍ଧି ନେତା, ଅଗଷ୍ଟ ୨୦୧୯ ଠାରୁ ସିନୋ-ଆମେରିକା ବାଣିଜ୍ୟ ଯୁଦ୍ଧ, ୟୁଏଇ ଅର୍ଥନୀତିରେ ହ୍ରାସ ଏବଂ ବିଶ୍ବର ଚାହିଦା ହ୍ରାସ ପାଇବାରେ ମନ୍ଥର ଗତି ଆରମ୍ଭ କରିଥିଲା। କାର୍ଯ୍ୟକଳାପ ପୁନଃଆରମ୍ଭ ହେବା ସହିତ ଜୁନ୍ ତ୍ରୟମାସରେ ଜିଡିପିର...

more of Liquidity Cash flow for Migrant

Image
More of liquidity, cash flow for migrants. It is slobalisation across the globe. The world has applied the brakes on the economy due to an unprecedented civilizational lockdown. India, termed as the engine of global growth, has taken a big hit and it may take quite a few years for it to regain its strength. All economies in intense relationships having lost over 30 per cent of their GDP are now getting more local and regional. Never before has civilization panicked before an epidemic as it has unwisely done now. Let there be a probe whether or not this is a conspiracy to kill the Indian economy. The supposed disease is not lethal, in the Indian context, but the panicky closure of all activities, travel and business has ruined the economy. Righty, former RBI governor Raghuram Rajan says India’s GDP contraction must alarm everyone. He is correct because India, the global growth leader, had started slowing down since August 2019 amid the Sino-US trade war, the thaw in the EU e...

ଓଡ଼ିଶାର ଦୁଇ ଆଦିମ ଜନଜାତିଙ୍କୁ ଛୁଇଁଲା କରୋନା: ରିପୋର୍ଟ ମାଗିଲା ଏନସିଏସଟି

Image
ନୂଆଦିଲ୍ଲୀ : ଦୁଇ ଆଦିମ ଜନଜାତିର ୬ଜଣ ସଦସ୍ୟ କରୋନା ପଜିଟିଭ୍ ହେଲା ପରେ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ (NCST) ଏକ ସତ୍ୟପାଠ ରିପୋର୍ଟ ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛି। ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ପିଟିଆଇ କହିଛି ଯେ ଅଗଷ୍ଟ ଶେଷରେ ବୋଣ୍ଡା ଜନଜାତିର ଜଣେ ଏବଂ ଦିଦାଇ ଜନଜାତିର ଜଣେ ସଦସ୍ୟ ଏହି ଜୀବାଣୁ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ। ବୋଣ୍ଡା ଏବଂ ଦିଦାଇ ବିଶେଷ ଭାବରେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ । ହିନ୍ଦୁସ୍ତାନ ଟାଇମ୍ସ ଏହାର ଅଗଷ୍ଟ ୨୬ ରିପୋର୍ଟରେ ଗତ ଦୁଇ ଦିନ ମଧ୍ୟରେ ଓରିଙ୍ଗି ଏବଂ ମୁଦୁଲିଗୁଡା ଗ୍ରାମରେ ପ୍ରାୟ ପାଞ୍ଚଜଣ ଦିଦାଇ ଆଦିବାସୀ ପଜିଟିଭ ହୋଇଥିବା ଉଲ୍ଲେଖ କରିଛନ୍ତି। ଆଦିବାସୀମାନଙ୍କ ମଧ୍ୟରେ ସଂକ୍ରମଣର ପ୍ରଥମ ମାମଲା ୧୨୦୦୦ ରୁ ଅଧିକ ବୋଣ୍ଡା ଆଦିବାସୀ ବାସ କରୁଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରୁ ହୋଇଥିଲା। ଏହାପୂର୍ବରୁ, ଏନସିଏସଟି ଆଣ୍ଡାମାନ ଏବଂ ନିକୋବର ପ୍ରଶାସନକୁ ଗ୍ରେଟ ଆଣ୍ଡାମାନର ୧୦ଜଣ ସଦସ୍ୟ ସଂକ୍ରମିତ ହେବା ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ବିଶେଷଜ୍ଞଙ୍କ ଅନୁଯାୟୀ, ରୋଗ ପ୍ରତିରୋଧକ କ୍ଷମତା ନଥିବାରୁ ଏହି ଜୀବାଣୁ ଆଦିମ ଜନଜାତି ଉପରେ ଗୁରୁତର ପ୍ରଭାବ ପକାଇପାରେ ବୋଲି ନ୍ୟୁଜ୍ ଏଜେନ୍ସି କହିଛି।