ମୋରି ଦାୟିତ୍ବ ମୋ ହାତରେ
ମୋରି ଦାୟିତ୍ବ ମୋ ହାତରେ।
ଆମ ପରିବାରର ଆମରି ଦାୟିତ୍ବ।
ମୁଁ ପ୍ରତିଜ୍ଞା ନେଉଛି ସରକାରଙ୍କ ନିର୍ଦ୍ଦେଶ ମାନିବି, ବାହାରକୁ ଯିବି ନାହିଁ।
ଆମେ ନିଜ ଘରେ ରହି କୋରୋନାକୁ ନିଶ୍ଚିତ ହରାଇବା।
ଆପଣଙ୍କ ନିଷ୍ପତ୍ତି ହିଁ ଆପଣଙ୍କ ଜୀବନ।
ଘରେ ସୁସ୍ଥ ରହିବେ ନା ସରକାରଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି କୋରୋନା ରୋଗକୁ ଆମନ୍ତ୍ରଣ କରିବେ?
ସଦାଶିବ ନାୟକ
ସାମାଜିକ ଗଣମାଧ୍ୟମ
୦୧- Facebook
୦୨- Instagram
୦୩- Twitter
୦୪- linkedin
୦୫- WordPress
Comments
Post a Comment