ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ


ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ବ୍ଲକର ବିଭିନ୍ନ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ବର୍ଷା ହେବା ସହ ପବନ ଓ କୁଆପଥର ପ୍ରବଳ ବୃଷ୍ଟିପାତ ହୋଇଥିଲା।
କାଲିମେଳା ଓ ପୋଟେରୁ ଅଞ୍ଚଳର ରାସ୍ତାରେ ବିଭିନ୍ନ ସ୍ଥାନରେ ଡାଳ ଭାଙ୍ଗି ପଡିରହିଥିବା ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ସୀମାନ୍ତ ସଂଯୋଗ ସ୍ଥାପନ କରୁଥିବା ମୋଟୁ, ସିଲେରୁ ନଦୀ ନିକଟସ୍ଥ ପ୍ରବାସୀ ଓଡିଆଙ୍କ ସମେତ ଝାଡଖଣ୍ଡ ପ୍ରବାସୀ ଶ୍ରମିକଙ୍କୁ ଛିହ୍ନଟ କରୁଥିବା ଅସ୍ଥାୟୀ ଶିବିର ମଧ୍ଯ ବାଧାପ୍ରାପ୍ତ ହୋଇଥିଲା।

କ୍ଷୟକ୍ଷତିର ଆକଳନ ଆକଳନ କରାଯାଇ ନାହିଁ।

ସଦାଶିବ ନାୟକ

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ