Posts

ନୋବେଲ ପୁରସ୍କାର କ’ଣ ? କେଉଁ ଭାରତୀୟମାନେ ପାଇଛନ୍ତି ଏହି ସମ୍ମାନ

Image
ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଓ ସେବା କ୍ଷେତ୍ରରେ ନୋବେଲ୍‌ ପ୍ରାଇଜ୍ ଘୋଷଣା ହୋଇଛି। ଶାନ୍ତି କ୍ଷେତ୍ରରେ ଏଥର WFPକୁ ନୋବେଲ ପୁହରସ୍କାର ମିଳିଛି। ତେବେ ଏପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ପାଇଁ କୌଣସି ଭାରତୀୟଙ୍କ ନାଁ ଘୋଷଣା କରାଯାଇ ନାହିଁ। ଗତ ବର୍ଷ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତୀ ପାଇଁ ନୋବେଲ୍‌ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୪ରେ ଶାନ୍ତି ପାଇଁ ଭାରତୀୟ ଭାବେ କୈଳାଶ ସତ୍ୟାର୍ଥୀଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏବେ ଆସନ୍ତୁ ଜାଣିବା ପୂର୍ବରୁ କେଉଁ ଭାରତୀୟ କେବେ ନୋବେଲ୍ ପୁରସ୍କାର ପାଇଛନ୍ତି। ନୋବେଲ ପୁରସ୍କାର ସମ୍ପର୍କରେ… ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନପ୍ରଦ ପୁରସ୍କାର। ଆଲଫ୍ରେଡ୍ ବର୍ନହର୍ଡ ନୋବେଲ୍‌ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଆଲଫ୍ରେଡ ବର୍ନହର୍ଡ ନୋବେଲ ଜଣେ ସ୍ୱିଡେନ ରସାୟନ ବିଜ୍ଞାନୀ, ଇଞ୍ଜିନିୟର, ଉଦ୍ଭାବକ, ବ୍ୟବସାୟୀ ଏବଂ ପ୍ରଖର ବୁଦ୍ଧିଈ ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କରି ନାମ ଅନୁସାରେ ନୋବେଲ୍‌ ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ୬ଟି କ୍ଷେତ୍ର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ୧୧୮ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ...

ପତ୍ନୀଙ୍କ ସହ ୮୦ବର୍ଷର ବୃଦ୍ଧ ଖୋଲିଲେ ଢାବା, କାନ୍ଦି କାନ୍ଦି ଶୁଣାଇଲେ ଦୁଃଖଦ କାହାଣୀ

Image
ନୂଆଦିଲ୍ଲୀ : କରେନା ଅନେକ କଠିନ ପରିସ୍ଥିତି ସହ ପରିଚିତ କରାଇଛି। ଏହି ଭାଇରସ୍‌ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଛଡେଇ ନେଇଛି। ୮-୧୦ମାସ ପୂର୍ବର ପରିସ୍ଥିତି ସହ ଯଦି ଆଜିର ତୁଳନା କରିବେ ତେବେ ଆପଣ ପରିବର୍ତ୍ତନ ପାଇବେ। ପ୍ରଗତିଶୀଳ ଦେଶ ଭାରତର ଅବନତିର ଚିତ୍ର ମଧ୍ୟ ମିଳିଯିବ। ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ହାର୍‌ ମାନିବା ଶିଖିନାହାନ୍ତି। କରୋନା ପାଇଁ ଯେତେବେଳେ ଲୋକମାନେ ବୃତ୍ତି ଏବଂ ବ୍ୟବସାୟ ହରାଇଛନ୍ତି ସେତେବେଳେ ଘର ପରିବାର ଚଳାଇବା ପାଇଁ ଜଣେ ୮୦ବର୍ଷର ବୃଦ୍ଧା ତାଙ୍କ ପତ୍ନୀଙ୍କ ସହ ଢାବା ଖୋଲିଛନ୍ତି।  ଏହି ବୃଦ୍ଧ ଝଣଙ୍କ ନାଁ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀ। ବହୁ ବର୍ଷ ଧରି ଦିଲ୍ଲୀର ମାଲଭିଆ ନାଗରରେ ନିଜର ଏକ ଛୋଟ ଦୋକାନ ସ୍ଥାପନ କରିଥିଲେ। ସେଠାରେ ବ୍ୟବସାୟ ନହେବାରୁ ସେମାନେ ଢାବା ଖୋଲି ରୋଜକାର କରିବା ନେଇ ଚିନ୍ତା କଲେ। କାନ୍ତା ଏବଂ ତାଙ୍କ ପତ୍ନୀଙ୍କ ବୟସ ୮୦ରୁ ଅଧିକ। ଏହି ଦମ୍ପତ୍ତିଙ୍କ କହିବା ଅନୁଯାୟୀ, ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି। କିନ୍ତୁ ଏହି ତିନିଜଣଙ୍କ ମଧ୍ୟରୁ କେହି ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ।  ଚଳିବା ପାଇଁ ଏମାନେ ଢାବା ଖୋଲିଛନ୍ତି। ଏଇଠୁ ଯାହା ରୋଜଗାର ହୁଏ ସେଥିରେ ଦୁହେଁ ଚଳୁଛନ୍ତି। କାନ୍ତାଙ୍...

Dongria Kondhs vehemently oppose Rayagada eco-tourism project at Niyamgiri hill

Image
Rayagada : Dongria tribes have vehemently opposed Tuesday the Rayagada forest department’s move to construct eco-tourist cottages near Niyamgiri hill, under its ambitious project for the promotion of Dongria Kondh culture and development of local tourism as well. The Dongrias from 27 villages nearby Niyamgiri hill gathered in large numbers at Adisakani village of Kurli panchayat under Bissamcuttack block in Rayagada district, the spot where the forest department has proposed to construct eco-tourist cottages in Rayagada district. Vehemently opposing the department’s move, Dongria tribes claimed that the lands which have been provided to the forest department by the Odisha PVTG Empowerment and Livelihoods Improvement Programme (OPELIP) for the purpose are their own farmlands. Reacting to this, a member of the Dongria Kondh community Jitu Jakesika said, “A meeting was organised at Adisakani village. Huika, Pusika, Kadraka, Jakesika and Misika tribals took part in today’s meet...

Odisha’s tribal singing sensation Namita Melaka records her first song; actress Varsha gives wings to her dreams

Image
Cuttack : It was a dream come true for tribal singing sensation Namita Melaka as she recorded her first ever song, a devotional composition on Lord Jagannath, at a studio in Cuttack Sunday. Impressed with the melodious voice of this tribal girl from Chintaguda village in Koraput district, Odia actress Varsha Priyadarshini had promised to help Namita in realising her dreams. Keeping her words given earlier, Varsha took to Twitter and informed about this. The four-minute long Jagannath bhajan ‘Ninuna, Jiuti Jibana …’ was penned by renowned lyricist Bijay Malla in both Kui and Odia dialects and was recorded under the guidance of popular Odia music director Prem Anand. The music video will be released soon on Varsha’s YouTube channel, Anand informed. Namita became an internet sensation and earned accolades from netizens across the state after a video of her singing the Hindi song ‘Chunar’ from the film ‘ABCD 2’ went viral on social media.

ନମିତାଙ୍କ ସ୍ବପ୍ନ ପୂରଣ ହେଲା, ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ ରେକର୍ଡ ହେଲା ପ୍ରଥମ ଗୀତ

Image
କଟକ : କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା | ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେ ଚର୍ଚ୍ଚାରେ ରହିଛନ୍ତି | ନମିତାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି। କଟକର ନିଉ ରେକର୍ଡ଼ିଂ ଷ୍ଟଡ଼ିଓରେ ତାଙ୍କ କଣ୍ଠରେ ଆଜି ଏକ ଗୀତ ରେକର୍ଡ କରାଯାଇଛି। ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ ନମିତା ଆଜି ନିଜର ପ୍ରଥମ ଗୀତ ରେକର୍ଡ କରିଛନ୍ତି | ଏହି ଗୀତର ଗୀତିକାର ହେଲେ ସ୍ବନାମଧନ୍ୟ ଗୀତିକାର ବିଜୟ ମଲ୍ଲ।  ନମିତା ଯେଉଁ ଗୀତରେ କଣ୍ଠଦାନ କରିଛନ୍ତି, ତାହା ଏକ ଜଗନ୍ନାଥ ଭଜନ। ଏହାର ଟ୍ୟାଗଲାଇନ୍ ହେଲା –ନିନୁନା, ଜିଉତି ଜୀବନ… (ଯାହାର ଓଡ଼ିଆରେ ଭାବାର୍ଥ ହେଲା- ତୁ ମୋର ଜୀବର ଜୀବନ)। ଏହା ଉଭୟ ଓଡ଼ିଆ ଏବଂ କୁଇ ଭାଷାରେ ରଚିତ ହୋଇଛି। ଏହି ଗୀତର ଅବଧି ପ୍ରାୟ ସାଢେ ୪ ମିନିଟ୍ ବୋଲି ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀ ଝିଅ ନମିତା ମେଲେକା ଖୁବ୍ ଭାବପୂର୍ଣ୍ଣ ଢଙ୍ଗରେ ଗୀତରେ କଣ୍ଠଦାନ କରିଛନ୍ତି। ଏହି ଗୀତଟି ଶ୍ରୋତାଙ୍କ ଦ୍ବାରା ଆଦୃତ ହେବ ବୋଲି ସେ ଆଶାବାଦୀ। ଏହି ଗୀତଟି ବର୍ଷା ପ୍ରିୟଦର୍ଶିନୀଙ୍କ ୟୁଟ୍ୟୁବ୍ ଚାନେଲରେ ରିଲିଜ୍ ହେବ ବୋଲି ସଙ୍ଗୀତକାର କହିଛନ୍ତି। ଏହି ଗୀତ ରେକର୍ଡିଂ ସମୟରେ ଅଭିନେତ୍ର...

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୬୯୧; ପୁଣି ୪୨୦୯ ନୂଆ ମାମଲା ଚିହ୍ନଟ ହେଲେ

Image
ଭୁବନେଶ୍ୱର : ରାଜ୍ୟରେ ଆହୁରି ୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୬୯୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୪,୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୭୫,୫୫୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନଅ ଜଣଙ୍କ ମୃତକଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରୁ ସର୍ବଧିକ ଦୁଇ ଜଣ ଆକ୍ରାନ୍ତ ଅଛନ୍ତି । ଭଦ୍ରକ, ବଲାଙ୍ଗୀର, କଟକ, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ବରଗଡ଼ ଜିଲ୍ଲାରେ ଦୁଇ ଜଣ ମୃତକ ମଧ୍ୟରୁ ଜଣେ ୫୫ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ୬୩ ବର୍ଷୀୟ ପୁରୁଷ ଅଛନ୍ତି । ୫୫ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୬୩ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି । ଭଦ୍ରକ ଜିଲ୍ଲାରେ ମୃତକ ଜଣେ ୫୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ବଲାଙ୍ଗୀର ଜିଲ୍ଲାରେ ମୃତକ ଜଣେ ୫୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୭୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଗଜପତି ଜିଲ୍ଲାରେ ମୃତକ ଜଣେ ୩୭ ବର୍ଷୀୟ ପୁରୁଷ ଓ ...

କେତେ ଅଲଗା ଏଥରର ଆଇପିଏଲ, ଉତ୍କଣ୍ଠା ଆଉ ରୋମାଞ୍ଚକ ମନ ଭରିବ ତ!

Image
କେତେ ଅଲଗା ଏଥରର ଆଇପିଏଲ, ଉତ୍କଣ୍ଠା ଆଉ ରୋମାଞ୍ଚକ ମନ ଭରିବ ତ! ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯିବ ଇଣ୍ଡିଆନ ପ୍ରିମିୟର ଲିଗ୍। ଚେନ୍ନାଇ ସୁପର କିଙ୍ଗ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ହେବ। ଯୁବ ପିଢ଼ୀକୁ ଉତ୍କଣ୍ଠା ଓ ରୋମାଞ୍ଚକ ଯୋଗାଇ ଆସିଥିବା ଏହି ଆଇପିଏଲ ଏଥର କରୋନା ମହାମାରୀ କବଳରେ ପଡିଛି, ନିୟମ ସବୁ ବଦଳି ଯାଇଛି।  ମନରେ ପ୍ରଶ୍ନ ଉଠୁଛି ନୂତନ ନିୟମ ମନର ରୋମାଞ୍ଚକ ଭରିବ ତ?  ଆସନ୍ତୁ ଜାଣିବା ୟୁଏଇରେ ହେବାକୁ ଥିବା ଆଇପିଏଲରେ କ'ଣ ସବୁ ନୂତନ ନିୟମ ଲାଗୁ କରାଯାଇଛି।  ୧. ବୋଲରମାନେ ଲାଳର ବ୍ୟବହାର କରିପାରିବେ ନାହିଁ। ୨. ଧଳା ବଲରେ ମ୍ୟାଚ ଖେଳାଯିବ। ଏହା ପ୍ରାୟତଃ ୨/୩ ଓଭର ସୁଇଂ କରିଥାଏ। ଲାଳର ବ୍ୟବହାର ନକରିବା ବିଶେଷ ପ୍ରଭାବ ପକାଇବ ନାହିଁ। ୩. ନୋ ବଲ ଉପରେ ଥାର୍ଡ ଅମ୍ପାୟର ନଜର ରଖିବେ। ୪. ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ। ୫. ଜଣେ ଖେଳାଳି କରୋନା ପଜିଟିଭ ବାହାରିଲେ ତାଙ୍କ ସ୍ଥାନରେ ନୂତନ ଖେଳାଳି ସାମିଲ ହୋଇପାରିବେ। ୬. ଚିୟରଲିଡର୍ସ ଓ ପ୍ରଶଂସକ ରହିବେ ନାହିଁ। ମେଗା ସ୍କ୍ରିନ ରେକର୍ଡିଂ କରାଯାଇଥିବା ଭିଡିଓ ଦେଖାଇପାରିବେ। ୭. ବାୟୋ ସିକ୍ୱୋର ପରିବେଶ। ଏଥିରେ ଅଂଶଗ୍ରହଣ କରୁଥିବା ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ ଅଫିସିଆଲ, ହୋଟେଲ ଷ୍ଟାଫ ଓ ମେଡିକାଲ ଟିମ୍ କେବଳ ରହିବେ। ଏହା ବ୍ୟତୀତ କାହାକୁ ଖେଳାଳି ଭେଟ...

ରାଜ୍ୟରେ ଆଉ ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ : ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Image
ଓଡ଼ିଶା : କରୋନା ନେଲା ୧୩ଜଣଙ୍କ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।  ବରଗଡ ଜିଲ୍ଲାର ୨୫ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ, ବଲାଙ୍ଗୀର ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ସେ ମଧୁମେହ ରୋଗରେ ପୀଡିତ ଥିଲେ।  ଭୁବନେଶ୍ୱରର ୪୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ। କଟକ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।  ଗଜପତି ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।  କନ୍ଧମାଳ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ କି ଡିଲେଟେଡ୍ କାର୍ଡିଓମାଇଓପାଥି, ଗୁରୁତର ବାମ ଭେଣ୍ଟ୍ରିକୁଲାର ଡିସଫଙ୍କସନ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।  ଖୋର୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।  ଖୋର୍ଧା ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ, କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୦ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ।  କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୭ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ।  ମୟୂରଭଞ୍ଜ ଜିଲ୍ଲାର ୫୦ ...

ପ୍ରବାସୀମାନଙ୍କ ଉପରେ ଅର୍ଥନୈତିକ ପ୍ରବାହ

Image
ପ୍ରବାସୀମାନଙ୍କ ଉପରେ ଅର୍ଥନୈତିକ ପ୍ରବାହ: ଏହା ସମଗ୍ର ବିଶ୍ୱରେ ସ୍ଲୋବାଲାଇଜେସନ୍ ଅଟେ। ଏକ ଅଦ୍ୱିତୀୟ ସଭ୍ୟତା ଅବରୋଧ ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ବ୍ରେକ୍ ପ୍ରୟୋଗ କରିଛି। ବିଶ୍ବର ଅଭିବୃଦ୍ଧିର ଇଞ୍ଜିନ୍ ଭାବରେ କୁହାଯାଉଥିବା ଭାରତ ଏକ ବଡ ଧକ୍କା ଦେଇଛି ଏବଂ ଏହାର ଶକ୍ତି ଫେରି ପାଇବାକୁ କିଛି ବର୍ଷ ଲାଗିପାରେ। ତୀବ୍ର ସମ୍ପର୍କର ସମସ୍ତ ଅର୍ଥନୀତି ଜିଡିପିର ୩୦ ପ୍ରତିଶତରୁ ଅଧିକ ହରାଇ ବର୍ତ୍ତମାନ ଅଧିକ ସ୍ଥାନୀୟ ଏବଂ ଆଞ୍ଚଳିକ ହେବାକୁ ଯାଉଛନ୍ତି। ମହାମାରୀ ପୂର୍ବରୁ ସଭ୍ୟତା ଭୟଭୀତ ହୋଇ ନାହିଁ, ଯେହେତୁ ଏହା ବର୍ତ୍ତମାନ ଅଜ୍ଞାନ ଭାବରେ କରିଛି। ଭାରତୀୟ ଅର୍ଥନୀତିକୁ ହତ୍ୟା କରିବା ପାଇଁ ଏହା ଏକ ଷଡଯନ୍ତ୍ର କି ନୁହେଁ ଏକ ଅନୁସନ୍ଧାନ ହେଉ। ଭାରତୀୟ ପ୍ରସଙ୍ଗରେ ଅନୁମାନ କରାଯାଉଥିବା ରୋଗ ସାଂଘାତିକ ନୁହେଁ, କିନ୍ତୁ ସମସ୍ତ କାର୍ଯ୍ୟକଳାପ, ଭ୍ରମଣ ଏବଂ ବ୍ୟବସାୟର ଆତଙ୍କିତ ବନ୍ଦ ଅର୍ଥନୀତିକୁ ନଷ୍ଟ କରିଦେଇଛି। ଠିକ୍ ଆରବିଆଇର ପୂର୍ବତନ ରାଜ୍ୟପାଳ ରଘୁରାମ ରାଜନ କହିଛନ୍ତି ଯେ ଭାରତର ଜିଡିପି ସଂକୋଚନ ସମସ୍ତଙ୍କୁ ଭୟଭୀତ କରିବ। ସେ ଠିକ୍ କାରଣ ଭାରତ, ବିଶ୍ବର ଅଭିବୃଦ୍ଧି ନେତା, ଅଗଷ୍ଟ ୨୦୧୯ ଠାରୁ ସିନୋ-ଆମେରିକା ବାଣିଜ୍ୟ ଯୁଦ୍ଧ, ୟୁଏଇ ଅର୍ଥନୀତିରେ ହ୍ରାସ ଏବଂ ବିଶ୍ବର ଚାହିଦା ହ୍ରାସ ପାଇବାରେ ମନ୍ଥର ଗତି ଆରମ୍ଭ କରିଥିଲା। କାର୍ଯ୍ୟକଳାପ ପୁନଃଆରମ୍ଭ ହେବା ସହିତ ଜୁନ୍ ତ୍ରୟମାସରେ ଜିଡିପିର...

more of Liquidity Cash flow for Migrant

Image
More of liquidity, cash flow for migrants. It is slobalisation across the globe. The world has applied the brakes on the economy due to an unprecedented civilizational lockdown. India, termed as the engine of global growth, has taken a big hit and it may take quite a few years for it to regain its strength. All economies in intense relationships having lost over 30 per cent of their GDP are now getting more local and regional. Never before has civilization panicked before an epidemic as it has unwisely done now. Let there be a probe whether or not this is a conspiracy to kill the Indian economy. The supposed disease is not lethal, in the Indian context, but the panicky closure of all activities, travel and business has ruined the economy. Righty, former RBI governor Raghuram Rajan says India’s GDP contraction must alarm everyone. He is correct because India, the global growth leader, had started slowing down since August 2019 amid the Sino-US trade war, the thaw in the EU e...

ଓଡ଼ିଶାର ଦୁଇ ଆଦିମ ଜନଜାତିଙ୍କୁ ଛୁଇଁଲା କରୋନା: ରିପୋର୍ଟ ମାଗିଲା ଏନସିଏସଟି

Image
ନୂଆଦିଲ୍ଲୀ : ଦୁଇ ଆଦିମ ଜନଜାତିର ୬ଜଣ ସଦସ୍ୟ କରୋନା ପଜିଟିଭ୍ ହେଲା ପରେ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ (NCST) ଏକ ସତ୍ୟପାଠ ରିପୋର୍ଟ ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛି। ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ପିଟିଆଇ କହିଛି ଯେ ଅଗଷ୍ଟ ଶେଷରେ ବୋଣ୍ଡା ଜନଜାତିର ଜଣେ ଏବଂ ଦିଦାଇ ଜନଜାତିର ଜଣେ ସଦସ୍ୟ ଏହି ଜୀବାଣୁ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ। ବୋଣ୍ଡା ଏବଂ ଦିଦାଇ ବିଶେଷ ଭାବରେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ । ହିନ୍ଦୁସ୍ତାନ ଟାଇମ୍ସ ଏହାର ଅଗଷ୍ଟ ୨୬ ରିପୋର୍ଟରେ ଗତ ଦୁଇ ଦିନ ମଧ୍ୟରେ ଓରିଙ୍ଗି ଏବଂ ମୁଦୁଲିଗୁଡା ଗ୍ରାମରେ ପ୍ରାୟ ପାଞ୍ଚଜଣ ଦିଦାଇ ଆଦିବାସୀ ପଜିଟିଭ ହୋଇଥିବା ଉଲ୍ଲେଖ କରିଛନ୍ତି। ଆଦିବାସୀମାନଙ୍କ ମଧ୍ୟରେ ସଂକ୍ରମଣର ପ୍ରଥମ ମାମଲା ୧୨୦୦୦ ରୁ ଅଧିକ ବୋଣ୍ଡା ଆଦିବାସୀ ବାସ କରୁଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରୁ ହୋଇଥିଲା। ଏହାପୂର୍ବରୁ, ଏନସିଏସଟି ଆଣ୍ଡାମାନ ଏବଂ ନିକୋବର ପ୍ରଶାସନକୁ ଗ୍ରେଟ ଆଣ୍ଡାମାନର ୧୦ଜଣ ସଦସ୍ୟ ସଂକ୍ରମିତ ହେବା ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ବିଶେଷଜ୍ଞଙ୍କ ଅନୁଯାୟୀ, ରୋଗ ପ୍ରତିରୋଧକ କ୍ଷମତା ନଥିବାରୁ ଏହି ଜୀବାଣୁ ଆଦିମ ଜନଜାତି ଉପରେ ଗୁରୁତର ପ୍ରଭାବ ପକାଇପାରେ ବୋଲି ନ୍ୟୁଜ୍ ଏଜେନ୍ସି କହିଛି।

Paraja tribe Photos

Image