Posts

ମୋରି ଦାୟିତ୍ବ ମୋ ହାତରେ

Image
ମୋରି ଦାୟିତ୍ବ ମୋ ହାତରେ। ଆମ ପରିବାରର ଆମରି ଦାୟିତ୍ବ। ମୁଁ ପ୍ରତିଜ୍ଞା ନେଉଛି ସରକାରଙ୍କ ନିର୍ଦ୍ଦେଶ ମାନିବି, ବାହାରକୁ ଯିବି ନାହିଁ। ଆମେ ନିଜ ଘରେ ରହି କୋରୋନାକୁ ନିଶ୍ଚିତ ହରାଇବା। ଆପଣଙ୍କ ନିଷ୍ପତ୍ତି ହିଁ ଆପଣଙ୍କ ଜୀବନ। ଘରେ ସୁସ୍ଥ ରହିବେ ନା ସରକାରଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି କୋରୋନା ରୋଗକୁ ଆମନ୍ତ୍ରଣ କରିବେ? ସଦାଶିବ ନାୟକ ସାମାଜିକ ଗଣମାଧ୍ୟମ ୦୧-  Facebook ୦୨-  Instagram ୦୩-  Twitter ୦୪-  linkedin ୦୫-  WordPress

କୋରୋନାକୁ ହରାଇବାକୁ ହେଲେ ଆମକୁ ୨୧ ଦିନିଆ ଯୁଦ୍ଧ ଲଢିବାକୁ ହେବ : ମୋଦୀ

Image
ନୂଆଦିଲ୍ଲୀ; ଦେଶରେ କୋରୋନା ଭାଇରସ ସଂକଟର ମୁକାବିଲା ପାଇଁ ସୋସିଆଲ ଡିଷ୍ଟାନ୍ସିଂ ବା ସଂଗରୋଧ ହିଁ ଏକମାତ୍ର ଉପାୟ । ଏଥିପାଇଁ ହିଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଜନସାଧାରଣ ଏଥିରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ତେବେ କରୋନା ସଂକ୍ରମିତ ଲୋକମାନେ ନିଜେ ମନଇଚ୍ଛା କୌଣସି ଔଷଧ ନ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି । ନିଜ ସଂସଦୀୟ କ୍ଷେତ୍ର ବନାରସର ଲୋକମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମତବିନିମୟ କରିବା ଅବସରରେ ମୋଦୀ କହିଛନ୍ତି ଯେ ଆସନ୍ତା ୨୧ ଦିନ ପାଇଁ ସମଗ୍ର ଦେଶ କରୋନା ଭାଇରସ ସହିତ ଲଢେଇ କରିବ । ୨୧ ଦିନରେ କରୋନାକୁ ଜିତିବା ଆମର ଲକ୍ଷ୍ୟ । ସୋସିଆଲ ଡିଷ୍ଟାନ୍ସିଂ ମାଧ୍ୟମରେ ଆମେ ଏହି ଯୁଦ୍ଧକୁ ଜିତିପାରିବା । ସେ କହିଛନ୍ତି ଯେ କୋରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ନାହିଁ । ଭାରତ ସମେତ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଏଥିପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ସଂକ୍ରମିତ ଲୋକମାନେ ନିଜେ ନିଜେ ଏହାର ଚିକିତ୍ସା କରିବା ଉଚିତ ନୁହେଁ । ଏହାର ପରିଣାମ ମାରାତ୍ମକ ହୋଇପାରେ । ଏଣୁ ଯଦି ଶରୀରରେ କୌଣସି ଲକ୍ଷଣ ଥିବା ସଂଦେହ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ ସେବନ ଜରୁରୀ । ମୋଦୀ କହିଛନ୍ତି ଯେ ଏହି ଲକଡାଉନ ଯୋଗୁ ଦେଶର ଗରିବ ଲୋକ ଓ ପଶୁପକ୍ଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ...

ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

Image
ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ୨୧ଦିନ ପାଇଁ ହୋଇଥିବା ଏହି କଟକଣାରୁ ଫଳ, ତେଜରାତି, ଔଷଧ, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ମୁକ୍ତ କରାଯାଇଛି । ତେବେ ଏଭଳି ସ୍ଥିତିରେ ଉପରୋକ୍ତ ଦୋକାନଗୁଡ଼ିକରେ କିଛି ଦୋକାନୀ ଚଢ଼ାଦରରେ ସାମଗ୍ରୀ ବିକିବା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ମଙ୍ଗଳବାର ଯେଉଁ ଦରରେ ମିଳୁଥିଲା, ବୁଧବାର ସକାଳକୁ ତାହାର ଦର ଦୁଇଗୁଣା ବଢ଼ିଯାଇଛି। ଏବେ ଆଳୁ କିଗ୍ରା ପ୍ରତି ୩୫ରୁ ୪୦ଟଙ୍କାରେ ବିକ୍ରି ହେଉଛି। ମଙ୍ଗଳବାର ଏହା କିଗ୍ରା ପ୍ରତି ୨୦/୨୫ ଟଙ୍କାରେ ମିଳୁଥିଲା। ସେହିପରି ପିଆଜ ଦର କିଗ୍ରା ପ୍ରତି ୨୦/୨୫ରୁ ୩୫/୪୦ ଟଙ୍କାକୁ ବୃଦ୍ଧି କରି ବେପାରୀମାନେ ବିକୁଥିବା ପରିଲକ୍ଷିତ ହୋଇଛି। ବିଭିନ୍ନ ଫଳ ମଧ୍ୟ ଏଭଳି କଳାବଜାରରୁ ବାଦ ପଡ଼ିନାହିଁ। କଦଳୀ ଡଜନ ପ୍ରତି ୩୦ରୁ ୪୦, କମଳା କିଗ୍ରା ପ୍ରତି ୫୦ରୁ ୮୦, ଅଙ୍ଗୁର କିଗ୍ରା ପ୍ରତି ୧୦୦ରୁ ୧୩୦/୧୪୦, ସେଓ କିଗ୍ରା ପ୍ରତି ୧୪୦ରୁ ୧୬୦/ ୧୮୦ ଟଙ୍କାକୁ ବୃଦ୍ଧି କରି ବେପାରୀମାନେ ବିକୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ତଥା ରୋଜଗାର ପାଉ ନ ଥିବା ଗରିବ ଲୋକଙ୍କ ପିଠିରେ ଏଭଳି ମହଙ୍ଗା ମାଡ...

Union Labour ministry advises all states

Image
Thank you, Application to the CMO Odisha Union Labour ministry advises all states & UTs to transfer funds in the accounts of construction workers through DBT mode from the cess fund collected by the Labour Welfare Boards. Dear @CMO_Odisha Sj. @Naveen_Odisha Sir please Concentrate on the Matter of urgency for Daily Labourers of Odisha. Odisha has #LockDown it will be Big problems to workers. Application Application to the CMO Odisha https://t.co/CFKVqPxeE9 Twitter Application

Even as India is under a lockdown, supply of essential services will continue.

Image
Even as India is under a lockdown, supply of essential services will continue. Here is a list of services and establishments that will continue operations. This includes food, fuel, ATMs, Internet, cable services etc. 1/2 Electricity, water, home delivery of essential items, emergency services etc will also remain operational. So stay home and stay safe. 2/2 (PIB)

ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କଲେ ପ୍ରଧାନମନ୍ତ୍ରୀ : କରୋନା ମୁକାବିଲା ପାଇଁ ଘରୁ ନବାହାରିବାକୁ କଲେ ଅନୁରୋଧ, ନିଜ ସହ ନିଜ ପରିବାର ପାଇଁ ଘରେ ରହିବାକୁ ଦେଲେ ପରାମର୍ଶ

Image
ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କଲେ ପ୍ରଧାନମନ୍ତ୍ରୀ : କରୋନା ମୁକାବିଲା ପାଇଁ ଘରୁ ନବାହାରିବାକୁ କଲେ ଅନୁରୋଧ, ନିଜ ସହ ନିଜ ପରିବାର ପାଇଁ ଘରେ ରହିବାକୁ ଦେଲେ ପରାମର୍ଶ ୨୧ ଦିନ ପାଇଁ ସାରା ଭାରତରେ ତାଲା ବନ୍ଦ । କରୋନାକୁ ନେଇ ଭାରତ ଯେଉଁ ସଙ୍କଟଜନକ ସ୍ଥିତିରେ ଗତି କରୁଛି ସେତିକିବେଳେ ଏହାର ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟରାତ୍ରରୁ ୨୧ଦିନର ଲକ-ଡାଉନ ବା ତାଲା ବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୨୧ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ । ଜନତା କର୍ଫ୍ୟୁ ଠାରୁ ବି ଏହା ଅଧିକ କଡାକଡି ହେବ । ଘରେ ରହିବା ସମୟରେ ସମସ୍ତ ନିୟମକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି । ଯଦି ଏହି ୨୧ ଦିନ ସଂଜମତାର ସହିତ ଭାରତୀୟମାନେ ନରହିବେ, ନ ସମ୍ଭାଳିବେ, ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି କହିଛନ୍ତି ମୋଦି । ଘର ଆଗରେ ଟଣାଯାଇଥିବା ଏହି ଲକ୍ଷ୍ମଣରେଖାକୁ ନ ଡେଇଁବା ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୧ ଦିନ ପାଇଁ ସାରା ଭାରତରେ ତାଲା ବନ୍ଦ ପାଇଁ ଘୋଷଣା ହେବା ପରେ ଜରୁରୀକାଳିନ ସେବା ପାଇଁ ଜାରି ହୋଇଛି ଗାଇଡଲାଇନ । ତାଲା ବନ୍ଦ ସମୟରେ ହସ୍ପିଟାଲ, ପେଟ୍ରୋଲ ପମ୍ପ, ଗ୍ୟାସ୍, ମେଡ଼ିସିନ୍ ଷ୍ଟୋର, ରାସନ୍ ଦୋକାନ, କ୍ଷୀର ଦୋକାନ ଭଳି ଜରୁରୀକାଳିନ ସେବା ଓ ସୁବିଧା ଖୋଲା ରହିବି । ସେହିପରି ପରିବା ଦୋକାନ, ଫଳ ଦ...

Covid-19 Bomb ticking in Odisha: 100 have n-CoV symptoms, 45 in hospital isolation!

Image
Covid-19 Bomb ticking in Odisha: 100 have n-CoV symptoms, 45 in hospital isolation!   Bhubaneswar: Odisha government today presented a realistic scenario of the Covid-19 in the State. The big worrying numbers are as many as 100 individuals with some Covid-19 symptoms identified in Odisha. And the hospital isolation cases posted a sharp spike to touch 45 on Tuesday. Such worrying stats have surfaced, when in his regular briefing on Covid-19 today, Subroto Bagchi, Covid-19 chief spokesperson, painted a gory novel coronavirus canvas for the State. Quoting a study by US group, Bagchi said the Covid-19 challenge is quite enormous. The conservative projection is total Covid-19 positive cases in Odisha may rise to 2,345 by mid- May. And the realistic estimate is very scary. It says the total Covid-19 positive cases in the State may zoom to touch a massive 36,000 by May 15, he pointed out. The numbers are quite daunting. We have to take the responsibility, said Bagchi and appealed the peop...

Covid-19 Big Alert: 60% deaths in just 96 hours in India!

Image
Covid-19 Big Alert: 60% deaths in just 96 hours in India!   Bhubaneswar: Even as 16 novel coronavirus positives in India have recovered in the last 24 hours, the disconcerting blip today on the Covid-19 radar is the death toll touches the double-digit in the country. Is this an alarming sign for the country? As per the accepted yardstick globally, the situation is projected to turn explosive if the death rate doubles in a short span of time. Consider the India case. The country has recorded first  Covid-19  death on March 12. The death doubled to 2 in 72 hours (March 14). Maintaining the trend, death toll doubles to 4 in next 72 hours (March 16). But the mortality count took 96 hours to double to 8 on March 23. And in next 24 hours (on March 24), the toll inched up by 2 to touch 10. It needs mentioning that for the last four days (Mar 21-24), the country has been recording 2 deaths every day, which when cumulatively seen comes at a massive 60 per cent of the total deaths ...

Finance Minister announces several relief measures relating to Statutory and Regulatory compliance matters across Sectors in view of COVID-19 outbreak

Image
Ministry of Finance Government of India Finance Minister announces several relief measures relating to Statutory and Regulatory compliance matters across Sectors in view of COVID-19 outbreak The Union Finance & Corporate Affairs Minister Smt. Niramla Sitharaman today announced several important relief measures taken by the Government of India in view of COVID-19 outbreak, especially on statutory and regulatory compliance matters related to several sectors. While addressing the press conference through video conferencing here today, Smt. Sitharaman announced much-needed relief measures in areas of Income Tax, GST, Customs & Central Excise, Corporate Affairs, Insolvency & Bankruptcy Code (IBC) Fisheries, Banking Sector and Commerce. The Minister of State for Finance & Corporate Affairs Shri Anurag Singh Thakur was also present besides Shri A.B. Pandey, Finance Secretary and Shri Atanu Chakraborty, Secretary, Department of Economic Affairs. ...

Coronavirus Impact: FM Sitharaman Relaxes IT, GST Deadline Till June 30, Waives Off ATM Charges

Image
Coronavirus Impact: FM Sitharaman Relaxes IT, GST Deadline Till June 30, Waives Off ATM Charges New Delhi: Union Finance Minister Nirmala Sitharaman today announced the extension of the deadline for filing income tax returns and Goods and Services Tax- GST returns till June 30. Furthermore, the government has reduced charges for digital trade transactions and ATM cash withdrawals to promote online financial transactions at the time of the COVID-19 pandemic. FM Sitharaman  extended the GST return filing deadline for March, April and May 2020 till June 30, 2020. Addressing the media through a video conference, FM said that the deadline for filing composition returns has also been extended till June 30. She further said that companies that have a turnover of less than five crore, no interest, no late fee, and no penalty will be charged. Companies with turnover of above Rs 5 crore will not have to pay any late fee or penalty but will have to pay a 9 per cent interest rate for late fili...

PM Announces Nationwide Lockdown For 21 Days Starting Tonight

Image
PM Announces Nationwide Lockdown For 21 Days Starting Tonight New Delhi,  Prime Minister Narendra Modi announced nationwide three weeks lockdown starting from Tuesday midnight. All states and union territories will come under its purview. He said this is an essential step to fight coronavirus decisively. He added that saving lives is priority as of now. “With folded hands, I request you to stay put wherever you are,” said Prime Minister Modi. He added that he is mindful of the economic ramifications of it. However, this is a smaller concern. PM Modi warned, if we don’t follow a complete lockdown for the coming 21 days, the nation will go back 21 years and many families will be devastated. He also said many powerful countries in the world have become helpless, regardless of their efforts. He once again reiterated that social distancing is the only way to deal with this deadly coronavirus that has infected more than 500 in India, so far. “Some people are under the misconception that ...

କରୋନା ମୁକାବିଲା, ପୂରା ଦେଶକୁ ୨୧ ଦିନ ଲକଡାଉନ କରିବାକୁ ମୋଦିଙ୍କ ଘୋଷଣା, ଏହା ଜନତା କର୍ଫ୍ୟୁ ଠାରୁ ଆହୁରି କଡାକଡି ହେବ ।

Image
କରୋନା ମୁକାବିଲା, ପୂରା ଦେଶକୁ ୨୧ ଦିନ ଲକଡାଉନ କରିବାକୁ ମୋଦିଙ୍କ ଘୋଷଣା, ଏହା ଜନତା କର୍ଫ୍ୟୁ ଠାରୁ ଆହୁରି କଡାକଡି ହେବ । କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବଡ ଘୋଷଣା କରିଛନ୍ତି । ଆଜି ମଧ୍ୟରାତ୍ରୀରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ପୂରା ଦେଶକୁ ଲକଡାଉନ କରିବାକୁ ଘୋଷଣା କରିଛନ୍ତି ମୋଦି । ଏହି ୨୧ ଦିନ ଲକଡାଉନ କରାଗଲେ କରୋନା ବ୍ୟାପିବାକୁ ରୋକାଯାଇପାରିବ । ତେବେ କଣ ଥିଲା ମୋଦିଙ୍କ ପୂରା  ଉଦବୋଧନ ନଜର ପକାନ୍ତୁ : . ଗୋଟିଏ ଦିନ ଜନତା କର୍ଫ୍ୟୁ ପାଳନ କରି ଭାରତ ଦେଖାଇଦେଲା ଯେ, କିଭଳି ଆମେ ଏକଜୁଟ୍ ହୋଇ ସମସ୍ତ ବିପଦର ମୁକାବିଲା କରୁ । . ଏହି ମହାମାରୀ ପୂରା ବିଶ୍ୱକୁ ଅସ୍ତବ୍ୟସ୍ତ କରିସାରିଲାଣି . କରୋନା ଭାଇରସ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ସମସ୍ତ ପ୍ରକାର ଚେଷ୍ଟା ସତ୍ତେ୍ୱ ମଧ୍ୟ ଅଧିକାଂଶ ଦେଶ ଏହାର ମୁକାବିଲା କରିବାରେ ଅସର୍ମଥ ହେଉଛନ୍ତି । . କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ସବୁଠୁ ବଡ ଅସ୍ତ୍ର . ନିଜ ଘରେ ହିଁ ବନ୍ଦ ରୁହନ୍ତୁ . କରୋନାକୁ ବ୍ୟାପିବାକୁ ରୋକିବାକୁ ହେବ ଏଥିପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ . ସାମାଜିକ ଦୂରତ୍ୱ ସମସ୍ତଙ୍କ ପାଇଁ, ଏପରିକି ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ . କିଛି ଲୋକଙ୍କର ବେପରୁଆ ମନୋଭାବ ଦେଶକୁ ସଙ୍କଟ ଆଡକୁ ଠେଲି ଦେଉଛି . ଏଭଳି ଜାରି ରହିଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ . ଗତ ୨...

୨୧ ଦିନ ପାଇଁ ସାରା ଭାରତ ‘ଲକ୍‌ ଡାଉନ୍’; ଆଜି ରାତି ୧୨ଟା ଠାରୁ ଲାଗୁ

Image
୨୧ ଦିନ ପାଇଁ ସାରା ଭାରତ ‘ଲକ୍‌ ଡାଉନ୍’; ଆଜି ରାତି ୧୨ଟା ଠାରୁ ଲାଗୁ ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହେଲା। ସାରା ଦେଶକୁ ଲକ୍‌ ୨୧ ଦିନ ପାଇଁ ଲକ୍‌ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। ଜନତାଙ୍କୁ କରୋନା ସ୍ଥିତି ନେଇ ସମ୍ବୋଧନ କଲା ବେଳେ ଆଜି ଏଭଳି ଘୋଷଣା କରିଛନ୍ତି ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଗୋଟିଏ ମାତ୍ର ରାସ୍ତା ସୋସିଆଲ୍‌ ଡିଷ୍ଟାନ୍ସିଂ। ଏଥିପାଇଁ ଲକ୍‌ ଡାଉନ୍‌ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ବଞ୍ଚାଇବା ପାଇଁ ଆଜି ରାତିଠାରୁ ଘରୁ ବାହାରକୁ ବାହାରିବା ପୂରା ବନ୍ଦ କରାଯାଇଛି। ଦେଶର ପ୍ରତି ଗଳି କନ୍ଦିକୁ ଲକ୍‌ ଡାଉନ୍‌ କରାଯିବ। ଏହା ଏକପ୍ରକାର କର୍ଫ୍ୟୁ। ଏହା ଜନତା କର୍ଫ୍ୟୁ ଠାରୁ ଟିକେ ଶକ୍ତ। କରୋନା ବିରୋଧରେ ଲଢ଼ିବାକୁ ଏହା ଗୋଟିଏ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ଗୁଜବ ଖବରକୁ ବିଶ୍ୱାସ ନକରିବା ପାଇଁ ମୋଦି ଅନୁରୋଧ କରିବା ସହିତ ଏହି ନିର୍ଦ୍ଦେଶକୁ ସାରା ଦେଶବାସୀ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି।

ଆଜି ମଧ୍ୟରାତ୍ରୀରୁ ମାର୍ଚ୍ଚ ୨୯ ଯାଏଁ ସାରା ଓଡ଼ିଶା ଲକଡାଉନ୍, ଜାଣନ୍ତୁ ତାଲାବନ୍ଦ ସମୟରେ କ’ଣ କ’ଣ ଖୋଲା ରହିବ

Image
ଆଜି ମଧ୍ୟରାତ୍ରୀରୁ ମାର୍ଚ୍ଚ ୨୯ ଯାଏଁ ସାରା ଓଡ଼ିଶା ଲକଡାଉନ୍, ଜାଣନ୍ତୁ ତାଲାବନ୍ଦ ସମୟରେ କ’ଣ କ’ଣ ଖୋଲା ରହିବ କୋରୋନା ପାଇଁ ସାରା ଓଡ଼ିଶା ଲକଡାଉନ୍ । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲା ଆସନ୍ତା ୨୯ ତାରିଖ ରାତି ୧୨ ଟା ଯାଏଁ ଲକଡାଉନ । ଏନେଇ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ଲକ୍ ଡାଉନକୁ କଡାକଡି କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଏମିତି କରିବାର କାରଣ ରାଜ୍ୟବାସୀଙ୍କୁ ଭୂତାଣୁ ଠାରୁ ଦୂରେଇ ରଖିବା । ଏବଂ ସାମଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ଏକ ନିଷ୍ପତି ହୋଇଛି । ରାଜ୍ୟବାସୀ ଏହାକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚୀ । ତେବେ ତାଲା ବନ୍ଦ କଟକଣା ସତ୍ୱେ ଅତ୍ୟାବଶୀୟ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବ । – ଡାକ୍ତରଖାନା, କ୍ଲିନିକ୍, ପାଥୋଲ୍ୟାବ୍ ଏବଂ ଔଷଧ ଦୋକାନ – ପୋଲିସ୍, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ, ଓଡ୍ରାଫ୍ – ବିଦ୍ୟୁତ, ପାଣି ଓ ମ୍ୟୁନିସିପାଲଟି ସେବା – କରୋନା ସଚେତନତା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା – ଫଳ, କ୍ଷୀର ପାଉଁରୁଟି, ବିସ୍କୁଟ ଓ ଅନ୍ୟାନ୍ୟ ବେକରୀ ଦୋକାନ – ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ – ବ୍ୟାଙ୍କ, ଏଟିଏମ୍ ...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଆଜି ମଧ୍ୟରାତ୍ରରୁ ୩୦ଟି ଜିଲ୍ଲାରେ ଲକଡାଉନ୍, ଅପରାହ୍ନରେ ବିଧିବଦ୍ଧ ଘୋଷଣା

Image
ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଆଜି ମଧ୍ୟରାତ୍ରରୁ ୩୦ଟି ଜିଲ୍ଲାରେ ଲକଡାଉନ୍,  ଅପରାହ୍ନରେ ବିଧିବଦ୍ଧ ଘୋଷଣା କରୋନା ଯେପରି ମହାମାରୀର ରୂପ ନେବ ନାହିଁ, ସେ ନେଇ ସରକାର ଗୋଟିଏ ପରେ ଗୋଟିଏ କଠୋର ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳ ଲକ୍ ଡାଉନ ବା ତାଲା ବନ୍ଦ ହୋଇଯାଇଥିବା ବେଳେ ଆଜି ମଧ୍ୟରାତ୍ରରୁ ସମଗ୍ର ରାଜ୍ୟକୁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ସମସ୍ତ ୩୦ଟି ଜିଲ୍ଲାରେ ଲକଡାଉନ୍ ହେବା ନିଶ୍ଚିତ ହୋଇଯାଇଛି। ଏହି ଲକଡାଉନ୍ ୨୯ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ନେଇ ବିଧିବଦ୍ଧ ଘୋଷଣା ଆଜି ଅପରାହ୍ନ ୪.୩୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ କରାଯାଉଥିବା ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ। ପ୍ରଥମେ ୫ ଜିଲ୍ଲା ଓ ୮ ସହରକୁ ତାଲା ବନ୍ଦ କରାଯାଇଥିଲା। ଗତକାଲି ଏହି ତାଲିକାରେ ଆଉ ୯ଟି ଜିଲ୍ଲାକୁ ସାମିଲ କରିଥିଲେ ରାଜ୍ୟ ସରକାର। ଫଳରେ ମଙ୍ଗଳବାର ସକାଳୁ ୧୪ଟି ଜିଲ୍ଲାରେ ତାଲାବନ୍ଦ କାର୍ଯ୍ୟକାରୀ ହୋଇଥିଲା। ଏବେ ସଂପୂର୍ଣ୍ଣ ଓଡ଼ିଶାକୁ ତାଲାବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଅର୍ଥାତ୍ ୩୦ଟି ଯାକ ଜିଲ୍ଲାରେ କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦିଆଯିବ। ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇ...

Odisha CM Naveen Locks Down Entire Odisha

Image
Odisha CM Naveen Locks Down Entire Odisha Bhubaneswar, Odisha Government today declare lockdown in all 30 districts across the state with effect from midnight today to prevent spread of the outbreak of deadly coronavirus. The decision was taken after Chief Secretary Asit Tripathy held a meeting with all district Collectors this morning. The lockdown will remain in force till March 29, informed  Odisha Government’s Spokesperson on COVID19 Subroto Bagchi at a press meet  today. Earlier yesterday, the Government had declared the COVID-19 lockdown in 14 districts across the state.However, private organisations working in coordination with the Government in fighting the deadly virus will function. Besides, b anks and ATMs will continue their operations with  10 per cent of their total workforce as per the Government advisory issued to them earlier. Besides,  petrol pumps, milk shops, bakeries, vegetable and fruit shops, grocery shops will remain...

କରୋନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା

କରୋନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଆଜି ମଧ୍ୟରାତ୍ରୀରୁ ରାଜ୍ୟର ୩୦ଜିଲ୍ଲା ଲକ୍ ଡାଉନରେ ରହିବ । ୨୯ମାର୍ଚ୍ଚ ମଧ୍ୟରାତ୍ରୀ ଯାଏଁ ଲକ୍ ଡାଉନରେ ରହିବେ । ମେଡିକାଲ, କ୍ଲିନିକ୍, ଔଷଧ ଦୋକାନ ଖୋଲା ରହିବ । କଟକଣା ସତ୍ୱେ ଚାଲୁ ରହିବ ଜରୁରୀ କାଳୀନ ସେବା। ଖୋଲା ରହିବ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ, ପନିପରିବା, ମାଛ, ମାଂସ ଓ କ୍ଷୀର ଦୋକାନ । ତାଲା ବନ୍ଦକୁ କଡାକଡି କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ତାଲାବନ୍ଦ ଘୋଷଣାଜାରି ରହିବ ଜରୁରୀ ସେବା

Image
କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ତାଲାବନ୍ଦ ଘୋଷଣା ଜାରି ରହିବ ଜରୁରୀ ସେବା କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲା ତଥା ୩୦ଟି ଜିଲ୍ଲାକୁ ଆସନ୍ତା ୨୯ ତାରିଖ ଯାଏଁ ସଂପୂର୍ଣ୍ଣ ରୂପେ ଲକ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର । ଏନେଇ ସବୁ ରକମର ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳକୁ ନିର୍ଦ୍ଦେଶ । ତେବେ ଆଜି ସଂଧ୍ୟା ସୁଦ୍ଧା ଏସସି ଏବଂ ଏସଟି ପିଲାଙ୍କୁ ସ୍ଥାନାନ୍ତରଣ କରାଯିବା ନେଇ ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର । ତେବେ ରାଜ୍ୟର କରୋନା ସ୍ଥିତିକୁ ଆଖି ଆଗରେ ରଖି ଓଡିଶା ସରକାର ପ୍ରଥମେ ୫ ଜିଲ୍ଲା ଏବଂ ୮ଟି ସହରକୁ ତାଲାବନ୍ଦ ଘୋଷଣା କରିଥିବା ବେଳେ ଗତକାଲି ଆହୁରି ୯ଟି ଜିଲ୍ଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ାକୁ ତାଲା ବନ୍ଦ କରାଯାଇଥିଲା । ତେବେ ଆଜି ମଧ୍ୟ ରାତ୍ରୀରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ସଂପୂର୍ଣ୍ଣ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦେଇଛନ୍ତି ସରକାର । ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି । ସେହିପରି ଡାକ୍ତରଖାନା , ଡାକ୍ତରୀ ପରୀ କ୍ଷା କେନ୍ଦ୍ର, ଔଷଧ ଦୋକାନ, ପୋଲି...

କରୋନା’ ପାଇଁ ଦେଶବ୍ୟାପି କଟକଣା: ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୫୪୮ ଜିଲ୍ଲାରେ ଲକଡାଉନ

Image
କରୋନା’ ପାଇଁ ଦେଶବ୍ୟାପି କଟକଣା: ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୫୪୮ ଜିଲ୍ଲାରେ ଲକଡାଉନ; ପଞ୍ଜାବ ଓ ମହାରାଷ୍ଟ୍ରରେ କର୍ଫ୍ୟୁ ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪୯୮ ଜଣ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ତାଲାବନ୍ଦ ଘୋଷଣା କରିଛନ୍ତି । ଏଥିରେ ଦେଶର ପ୍ରାୟ ୫୪୮ଟି ଜିଲ୍ଲା ରହିଛି । ଯେଉଁଠି ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରାଯାଇଛି । ଏହା ବ୍ୟତିତ ତିନୋଟି ରାଜ୍ୟର କିଛି ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ଏହି ତିନି ରାଜ୍ୟ ହେଉଛନ୍ତି ଉତରପ୍ରଦେଶ, ମଧ୍ୟପ୍ରଦେଶ ଓ ଓଡିଶା । ତେବେ ମିଜୋରାମ ଓ ସିକିମ ଏପର୍ଯ୍ୟନ୍ତ କୌଣସି ପ୍ରକାର କଟକଣା ଲାଗୁ କରିନାହାଁନ୍ତି । ANI ✔ @ANI 30 states/UTs announce complete lockdown in the entire state/union territory covering 548 dist to prevent the spread of # CoronavirusPandemic . 3 states (Uttar Pradesh, Madhya Pradesh, Odisha) announce closure of certain areas. Lakshadweep announces lockdown on certain activities ସେପଟେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ପଂଜାବରେ ସଂପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରାଯାଇଛି । ମୁଖ୍ୟ ଶ...

30 States, UTs In Complete Lockdown Due To Corona Scare

Image
  Thirty states and union territories announced complete lockdown in their entire territories covering as many as 548 districts, the government said on Monday. The unprecedented decision was taken in the wake of the outbreak of the deadly coronavirus. The 30 states imposing complete lockdown include capital Delhi, Maharashtra, Bihar, Tripura, Assam, West Bengal, Rajasthan, Jammu & Kashmir, Ladakh, Punjab, Gujarat, Karnataka among others. Apart from the 30 states or UTs facing complete lockdown, three states or UTs have imposed partial lockdown in certain areas. Total 58 districts will be affected due to this. They are Uttar Pradesh � India’s most populous state, Madhya Pradesh and Odisha. Moreover, another union territory — Lakshwadweep has imposed closure of some activities in its area. So far, Sikkim and Mizoram are the only two states who haven’t imposed any restrictions. The total number of confirmed Covid-19 cases in India stands at 415, according...